ଖସୁଛି ପାରଦ, ଶୀତରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତରେ ଥରୁଛି ସାରା ରାଜ୍ୟ । ଅଧିକାଂଶ ସ୍ଥାନରେ ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି ଓ ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼ । ଦେହ ଥରାଇ ଦେଉଛି କୋହଲା ପବନ । କିଛି ଦିନ ହେଲା ଅନେକ ସ୍ଥାନରେ ତାପମାତ୍ରା ଲଗାତର ଭାବେ ୧୫ ଡିଗ୍ରୀ ତଳେ ରହୁଛି । ଗତକାଲି ୧୧ଟି ସହରର ପାରଦ ୧୫ ଡିଗ୍ରୀ ତଳେ ଥିବା ବେଳେ ୧୦ ଡିଗ୍ରୀ ତଳେ ୩ଟି ସହର […]

cold

cold

Niharika Rout
  • Published: Wednesday, 11 November 2020
  • Updated: 11 November 2020, 07:35 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତରେ ଥରୁଛି ସାରା ରାଜ୍ୟ । ଅଧିକାଂଶ ସ୍ଥାନରେ ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି ଓ ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼ । ଦେହ ଥରାଇ ଦେଉଛି କୋହଲା ପବନ ।

କିଛି ଦିନ ହେଲା ଅନେକ ସ୍ଥାନରେ ତାପମାତ୍ରା ଲଗାତର ଭାବେ ୧୫ ଡିଗ୍ରୀ ତଳେ ରହୁଛି । ଗତକାଲି ୧୧ଟି ସହରର ପାରଦ ୧୫ ଡିଗ୍ରୀ ତଳେ ଥିବା ବେଳେ ୧୦ ଡିଗ୍ରୀ ତଳେ ୩ଟି ସହର ଥିଲା । ୯.୨ ଡିଗ୍ରୀ ପାରଦ ସହ ସବୁଠୁ ଥଣ୍ଡା ସହର ପାଲଟିଥିଲା ସୋନପୁର । ସେହିପରି ଦାରିଙ୍ଗିବାଡ଼ିରେ ୯.୫ ଓ ଫୁଲବାଣୀରେ ୯.୮ ଡିଗ୍ରୀ ତାପମାତ୍ରା ରହିଥିଲା ।

କୋରାପୁଟରେ ମଧ୍ୟ ଶୀତର ପ୍ରଭାବ ବେଶ୍ ଅନୁଭୂତ ହେଉଛି । କୋରାପୁଟରେ ଗତକାଲି ତାପମାତ୍ରା ଥିଲା ୧୧.୨ ଡିଗ୍ରୀ । କୋରାପୁଟରେ ଶୀତୁଆ ସକାଳରେ ପ୍ରାତଃଭ୍ରମଣର ମଜା ନେଉଛନ୍ତି ଲୋକେ । ତେବେ ସଞ୍ଜ ନଇଁଲେ ଲୋକଙ୍କ ଚିନ୍ତା ବଢିଯାଉଛି । ରାତିରେ ତାପମାତ୍ରା ତଳକୁ ଖସିବା ସହ ପ୍ରବଳ ଶୀତ ଅନୁଭୂତ ହେଉଛି ।

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳିବା ସହ ଚା ଦୋକାନରେ ଭିଡ଼ ଜମାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story