ଆହୁରି ୨୪ ଘଣ୍ଟା ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ଉତ୍ତର-ପୂର୍ବକୁ ଗତି କରି ଏବେ କନ୍ଧମାଳ ଓ ଅନୁଗୋଳରେ ପହଞ୍ଚିଛି। ଧୀରେ ଧୀରେ ତିତ୍‌ଲି ମୟୂରଭଞ୍ଜ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ। ଏହାର ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୨୪ ଘଣ୍ଟା ବର୍ଷା ହେବ। ତେବେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ।

90

Jitendra Garnayak
  • Published: Friday, 12 October 2018
  • , Updated: 12 October 2018, 11:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ଉତ୍ତର-ପୂର୍ବକୁ ଗତି କରି ଏବେ କନ୍ଧମାଳ ଓ ଅନୁଗୋଳରେ ପହଞ୍ଚିଛି। ଧୀରେ ଧୀରେ ତିତ୍‌ଲି ମୟୂରଭଞ୍ଜ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ।

ଏହାର ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୨୪ ଘଣ୍ଟା ବର୍ଷା ହେବ। ତେବେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ।

Related story