ଆଜି ୩ଟା ସୁଦ୍ଧା ହୋଇପାରେ ଝଡ଼ବର୍ଷା   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ଝଡ଼ବର୍ଷା ହେବ। ଏହି ସମୟରେ ଘଡ଼ଘଡ଼ି ମାରିପାରେ। ଏହାସହ ପବନ ବହିବ। ଏନେଇ ଏସ୍‌ଆରସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି। ସେହି ସ୍ଥାନଗୁଡ଼ିକ ହେଲା ଝୁମ୍ପୁରା, କେନ୍ଦୁଝର, ବାଂଶପାଳ, ପାଟନା, ସାହାରାପଡ଼ା,ଘଟଗାଁ, ତେଲକୋଇ, ଆନନ୍ଦପୁର, ହରିଚନ୍ଦନପୁର,ଘସିପୁରା, ହାଟଡିହି ଓ ହଦଗିରି। ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି।  ଦିନବେଳେ ଘରୁ ବାହାରିବା କଷ୍ଟକର ହେଉଛି।

rain1

Niharika Rout
  • Published: Monday, 27 May 2019
  • , Updated: 27 May 2019, 02:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ଝଡ଼ବର୍ଷା ହେବ। ଏହି ସମୟରେ ଘଡ଼ଘଡ଼ି ମାରିପାରେ। ଏହାସହ ପବନ ବହିବ। ଏନେଇ ଏସ୍‌ଆରସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି।

ସେହି ସ୍ଥାନଗୁଡ଼ିକ ହେଲା ଝୁମ୍ପୁରା, କେନ୍ଦୁଝର, ବାଂଶପାଳ, ପାଟନା, ସାହାରାପଡ଼ା,ଘଟଗାଁ, ତେଲକୋଇ, ଆନନ୍ଦପୁର, ହରିଚନ୍ଦନପୁର,ଘସିପୁରା, ହାଟଡିହି ଓ ହଦଗିରି।

ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି।  ଦିନବେଳେ ଘରୁ ବାହାରିବା କଷ୍ଟକର ହେଉଛି।

Related story