ଆଶ୍ରୟ ନେଇଥିଲେ, ଉପୁଡ଼ି ପଡ଼ିଲା ବାଉଁଶବୁଦା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଝଡ଼ତୋଫାନ୍‌ ବେଳେ ବାଉଁଶବୁଦା ତଳେ ଆଶ୍ରୟ ନେଇଥିଲେ। ତେବେ ହଠାତ୍‌ ବାଉଁଶବୁଦାଟି ଉପୁଡି ପଡ଼ିଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ବଲାଙ୍ଗିର ଜିଲ୍ଲାରେ ପ୍ରବଳ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଝଡ଼ତୋଫାନ୍‌ ବେଳେ ଲୋଇସିଂହା ଥାନା ବୁର୍ଡା ତଲିପଡ଼ା ଗାଁର ଗୋଟିଏ ବାଉଁଶବୁଦା ମୂଳରେ କିଛି ଲୋକ ଆଶ୍ରୟ ନେଇଥିଲେ। ତେବେ ହଠାତ୍‌ ବାଉଁଶବୁଦାଟି […]

Heavy-storms-in-Loisingha-and-Agalpur-areas

Manoranjan Sial
  • Published: Friday, 06 March 2020
  • Updated: 06 March 2020, 06:04 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଝଡ଼ତୋଫାନ୍‌ ବେଳେ ବାଉଁଶବୁଦା ତଳେ ଆଶ୍ରୟ ନେଇଥିଲେ। ତେବେ ହଠାତ୍‌ ବାଉଁଶବୁଦାଟି ଉପୁଡି ପଡ଼ିଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ବଲାଙ୍ଗିର ଜିଲ୍ଲାରେ ପ୍ରବଳ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଝଡ଼ତୋଫାନ୍‌ ବେଳେ ଲୋଇସିଂହା ଥାନା ବୁର୍ଡା ତଲିପଡ଼ା ଗାଁର ଗୋଟିଏ ବାଉଁଶବୁଦା ମୂଳରେ କିଛି ଲୋକ ଆଶ୍ରୟ ନେଇଥିଲେ। ତେବେ ହଠାତ୍‌ ବାଉଁଶବୁଦାଟି ଉପୁଡ଼ି ସେମାନଙ୍କ ଉପରେ ପଡ଼ିଥିଲା। ଫଳରେ ବାଉଁଶବୁଦା ଭିତରେ ୫ ଜଣ ଲୋକ ଫସି ଯାଇଥିଲେ।

ଲୋଇସିଂହା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବାଉଁଶ ବୁଦାକୁ ମେସିନ୍‌ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପରେ  ସମସ୍ତଙ୍କୁ ଲୋଇସିଂହା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୂର୍ଯ୍ୟକାନ୍ତି ମହାକୁଡ଼ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ୩ ଜଣଙ୍କୁ ବଲାଙ୍ଗିର ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ଜଣଙ୍କୁ ଏବେ ଲୋଇସିଂହା ମେଡିକାଲ୍‌ରେ ଚିକିତ୍ସା କରାଯାଉଛି।

ଝଡ଼ତୋଫାନ୍‌ ଯୋଗୁଁ ବାଦିମାହାଲ ଗାଁରେ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। କୁଆପଥର ଓ ବର୍ଷାରୁ ଧଉଁରାଦାଦର ଗାଁରେ ବହୁ ଚାଷୀଙ୍କ ପନିପରିବା ଚାଷ ନଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story

Sports

Latest News