ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାପିଟାଲ୍‌ ଲେଟରରେ ପ୍ରେସ୍‌କ୍ରିପ୍‌ସନ୍ ଲେଖିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟଙ୍କ। ଏକ ଜାମିନ ଆବେଦନର ଶୁଣାଣି କଲା ବେଳେ ଏହି ପରାମର୍ଶ ଦେଇଛନ୍ତି କୋର୍ଟ। ଏମ୍‌ସିଆଇର ଗାଇଡଲାଇନ୍ ଅନୁସାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ କହିଛନ୍ତି। କୌଣସି ଡାକ୍ତରଙ୍କ ଅସ୍ପଷ୍ଟ ଲେଖା ଯୋଗୁ ଜଣେ ରୋଗୀ ମାରାତ୍ମକ ପରିଣତି ଭୋଗ କରିପାରେ ବୋଲି ଆଶଙ୍କା କରି ହାଇକୋର୍ଟ ଏମିତି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଯେଉଁ […]

orissa-high-court

orissa-high-court

Jitendra Garnayak
  • Published: Thursday, 13 August 2020
  • Updated: 13 August 2020, 09:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାପିଟାଲ୍‌ ଲେଟରରେ ପ୍ରେସ୍‌କ୍ରିପ୍‌ସନ୍ ଲେଖିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟଙ୍କ। ଏକ ଜାମିନ ଆବେଦନର ଶୁଣାଣି କଲା ବେଳେ ଏହି ପରାମର୍ଶ ଦେଇଛନ୍ତି କୋର୍ଟ।

ଏମ୍‌ସିଆଇର ଗାଇଡଲାଇନ୍ ଅନୁସାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ କହିଛନ୍ତି।

କୌଣସି ଡାକ୍ତରଙ୍କ ଅସ୍ପଷ୍ଟ ଲେଖା ଯୋଗୁ ଜଣେ ରୋଗୀ ମାରାତ୍ମକ ପରିଣତି ଭୋଗ କରିପାରେ ବୋଲି ଆଶଙ୍କା କରି ହାଇକୋର୍ଟ ଏମିତି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନଥିବ ସେମାନେ କ୍ୟାପିଟାଲ୍ ଲେଟରରେ ପ୍ରେସ୍‌କ୍ରିପ୍‌ସନ୍ ଲେଖିବେ ବୋଲି ମେଡିକାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏମ୍‌ସିଆଇ) ୨୦୧୬ରେ ଏକ ବିଜ୍ଞପ୍ତି ଜାରି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story