ରାଜ୍ୟରେ ଦିନକୁ ୬ ବଳାତ୍କାର: ଆସିଲା ସରକାରୀ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ହାରାହାରି ୬ଟି ବଳାତ୍କାର ମାମଲା ରୁଜୁ ହେଉଛି। ଆଜି ବିଧାନସଭାରେ ଉପସ୍ଥାପିତ ଗୃହବିଭାଗର ଶ୍ୱେତପତ୍ରରୁ ଏହା ଜଣାପଡ଼ିଛି। ରାଜ୍ୟରେ ବଢ଼ୁଛି ବଳାତ୍କାର ଭଳି ଜଘନ୍ୟ ଅପରାଧ। ୨୦୧୬ ବର୍ଷରେ ରାଜ୍ୟରେ ୨୧୪୪ଟି ବଳାତ୍କାର ମାମଲା ପଞ୍ଜିକୃତ ହୋଇଛି। ଅର୍ଥାତ ଦୈନିକ ହାରାହାରି ୬ଟି ମାମଲା ରୁଜୁ ହୋଇଛି। ଗତବର୍ଷ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ମଧ୍ୟ ବଢ଼ିଛି। ମୋଟ୍‌ ୧ ଲକ୍ଷ ୩ ହଜାର ୬୦୨ଟି ମାମଲା ରୁଜୁ ହୋଇଛି। ମାଓବାଦୀ କାର୍ଯ୍ୟକଳାପ […]

Odisha-Assembly-5-1

Odisha-Assembly-5-1

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 09:54 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଦୈନିକ ହାରାହାରି ୬ଟି ବଳାତ୍କାର ମାମଲା ରୁଜୁ ହେଉଛି। ଆଜି ବିଧାନସଭାରେ ଉପସ୍ଥାପିତ ଗୃହବିଭାଗର ଶ୍ୱେତପତ୍ରରୁ ଏହା ଜଣାପଡ଼ିଛି।

ରାଜ୍ୟରେ ବଢ଼ୁଛି ବଳାତ୍କାର ଭଳି ଜଘନ୍ୟ ଅପରାଧ। ୨୦୧୬ ବର୍ଷରେ ରାଜ୍ୟରେ ୨୧୪୪ଟି ବଳାତ୍କାର ମାମଲା ପଞ୍ଜିକୃତ ହୋଇଛି। ଅର୍ଥାତ ଦୈନିକ ହାରାହାରି ୬ଟି ମାମଲା ରୁଜୁ ହୋଇଛି।

ଗତବର୍ଷ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ମଧ୍ୟ ବଢ଼ିଛି। ମୋଟ୍‌ ୧ ଲକ୍ଷ ୩ ହଜାର ୬୦୨ଟି ମାମଲା ରୁଜୁ ହୋଇଛି। ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣରେ ଥିଲେ ମଧ୍ୟ ୬୮ଟି ମାଓ ହିଂସାକାଣ୍ଡ ଘଟିଛି। ୩୩ ଥର ପୋଲିସ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩୯ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୨୩ ଜଣ ସାଧାରଣ ଲୋକ ଓ ୩ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଆଇନ୍‌ ଶୃଙ୍ଖଳା

ଗତବର୍ଷ ଘଟିଥିବା ଅପରାଧ ଭିତରେ ୧୩୨୮ଟି ହତ୍ୟା, ୫୬୬ଟି ଡକାୟତି, ୨୦୧୨ଟି ଲୁଣ୍ଠନ, ୪୦୦୪ଟି ସିନ୍ଧି ଚୋରି ଓ ୧୯୧୪ଟି ଦଙ୍ଗା ମାମଲା ରହିଛି। ଏହି ସମୟ ମଧ୍ୟରେ ଓଡ଼ିଶାରୁ ୫ ସିମି ଆତଙ୍କବାଦୀଙ୍କ ଗିରଫ ଓ କିଛି ସନ୍ଦିଗ୍ଧ ସନ୍ତ୍ରାସବାଦୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଶ୍ୱେତପତ୍ରରେ ଉଲ୍ଲେଖ ରହିଛି।

ରାଜ୍ୟରେ ୫୮୬୬ଟି ଯୌତୁକ ଜନିତ ଘଟଣା ଘଟିଛି। ସେଥିରୁ ୭୯ଟି ହତ୍ୟା କରାଯାଇଥିବା ମାମଲା ରହିଛି। ଏସବୁ ସତ୍ତ୍ୱେ ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story