ଗ୍ରାମରକ୍ଷୀକୁ ହତ୍ୟା ମାମଲାରେ ବାପ, ପୁଅଙ୍କୁ ଆଜୀବନ ଜେଲ୍

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଗ୍ରାମରକ୍ଷୀକୁ ରଡ୍‌ରେ ପିଟି ମାରି ଦେବା ମାମଲାରେ ହତ୍ୟାକାରୀ ବାପପୁଅଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲ୍ଲା ଜଜ୍(ଏଡିଜେ) ବନ୍ଦନା କର। ଦୋଷୀ ସାବ୍ୟସ୍ତ ଏହି ଦୁଇ ଜଣ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ସୁକୁନିମୁଣ୍ଡାର ରାମଚନ୍ଦ୍ର ନାଏକ ଓ ପୁଅ ହିମାଂଶୁ। ୨୦୨୦ ମସିହା ମେ’ ୧୧ ତାରିଖରେ ଏହି ବର୍ବର ହତ୍ୟାକାଣ୍ଡ ଘଟାଇଥିଲେ ବାପପୁଅ। ଦାଦନ ଚାଲାଣକୁ ବିରୋଧ କରିବାରୁ ଗ୍ରାମରକ୍ଷୀ ଗରୀବ ନାଏକଙ୍କୁ ପିଟି ମାରିଦେଇଥିଲେ। ହତ୍ୟାକାଣ୍ଡ […]

Jail

Jail

Niranjan Mishra
  • Published: Tuesday, 15 November 2022
  • Updated: 15 November 2022, 08:25 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଗ୍ରାମରକ୍ଷୀକୁ ରଡ୍‌ରେ ପିଟି ମାରି ଦେବା ମାମଲାରେ ହତ୍ୟାକାରୀ ବାପପୁଅଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲ୍ଲା ଜଜ୍(ଏଡିଜେ) ବନ୍ଦନା କର। ଦୋଷୀ ସାବ୍ୟସ୍ତ ଏହି ଦୁଇ ଜଣ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ସୁକୁନିମୁଣ୍ଡାର ରାମଚନ୍ଦ୍ର ନାଏକ ଓ ପୁଅ ହିମାଂଶୁ। ୨୦୨୦ ମସିହା ମେ’ ୧୧ ତାରିଖରେ ଏହି ବର୍ବର ହତ୍ୟାକାଣ୍ଡ ଘଟାଇଥିଲେ ବାପପୁଅ। ଦାଦନ ଚାଲାଣକୁ ବିରୋଧ କରିବାରୁ ଗ୍ରାମରକ୍ଷୀ ଗରୀବ ନାଏକଙ୍କୁ ପିଟି ମାରିଦେଇଥିଲେ।

ହତ୍ୟାକାଣ୍ଡ ମାମଲାର ଦୁଇବର୍ଷ ପରେ ରାୟ ପ୍ରକାଶ ପାଇଛି। ଦୋଷୀ ସାବ୍ୟସ୍ତ ବାପ ପୁଅଙ୍କୁ ଜେଲ ଦଣ୍ଡ ସହ ୫୦ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡ ମଧ୍ୟ ଦେଇଛନ୍ତି ଏଡିଜେ। ଜରିମାନା ନଦେଲେ ୨ ବର୍ଷ ଲେଖାଏଁ ଅଧିକ ଜେଲ ଦଣ୍ଡ ନିର୍ଦ୍ଦେଶ ରହିଛି।

ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ କହିଛନ୍ତି, ମୁଦାଲା ବାପା ଓ ପୁଅ ବେଆଇନ ଶ୍ରମିକ ଚାଲାଣ କରୁଥିଲେ। ଯାହାକୁ ପ୍ରତିବାଦ କରୁଥିଲେ ଗ୍ରାମରକ୍ଷୀ ଗରୀବ ନାୟକ । ଯାହାକୁ ନେଇ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ବାପ, ପୁଅ। ଗ୍ରାମରକ୍ଷୀ କୌଣସି ଏକ କାମକୁ ଯାଉଥିବା ସମୟରେ ଯୋଜନାବଦ୍ଧ ଭାବେ ତାଙ୍କୁ ରଡ ଓ ଠେଙ୍ଗାରେ ବାଡେଇ ହତ୍ୟା କରିଥିଲେ ବାପପୁଅ। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ରାୟ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story