ଗୋବିନ୍ଦ କୋଭିଡ୍‌ ଟେଷ୍ଟ ସସ୍‌ପେନ୍ସ; ୧୭ରେ ଚମ୍ପଟ ମାରିଥିଲା, ୧୮ରେ ହୋଇଥିଲା

ଟିଟିଲାଗଡ଼ (ମାନସ ମହାନ୍ତି): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସେ ଗତ ୧୭ ତାରିଖ ସନ୍ଧ୍ୟାରେ ଟିଟିଲାଗଡ଼ ପୁଲିସ୍‌ ବାରାକରୁ ଖସି ଯାଇଥିଲା। ତେବେ ଟିଟିଲାଗଡ଼ ହସ୍ପିଟାଲ୍‌ ରେଜିଷ୍ଟର କିନ୍ତୁ ଅଲଗା କଥା କହୁଛି। ଟିଟିଲାଗଡ଼ ମେଡିକାଲ୍‌ ରେଜିଷ୍ଟର ତଥ୍ୟ ଅନୁସାରେ ୧୮ ତାରିଖରେ ଗୋବିନ୍ଦର କରୋନା ଟେଷ୍ଟ କରାଯାଇଥିଲା। ଏଠି ପ୍ରଶ୍ନ ଉଠୁଛି ହତ୍ୟା ଅଭିଯୁକ୍ତ […]

Gobinda-Sahu

Gobinda-Sahu

Manoranjan Sial
  • Published: Monday, 25 October 2021
  • Updated: 25 October 2021, 06:53 PM IST

Sports

Latest News

ଟିଟିଲାଗଡ଼ (ମାନସ ମହାନ୍ତି): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସେ ଗତ ୧୭ ତାରିଖ ସନ୍ଧ୍ୟାରେ ଟିଟିଲାଗଡ଼ ପୁଲିସ୍‌ ବାରାକରୁ ଖସି ଯାଇଥିଲା। ତେବେ ଟିଟିଲାଗଡ଼ ହସ୍ପିଟାଲ୍‌ ରେଜିଷ୍ଟର କିନ୍ତୁ ଅଲଗା କଥା କହୁଛି। ଟିଟିଲାଗଡ଼ ମେଡିକାଲ୍‌ ରେଜିଷ୍ଟର ତଥ୍ୟ ଅନୁସାରେ ୧୮ ତାରିଖରେ ଗୋବିନ୍ଦର କରୋନା ଟେଷ୍ଟ କରାଯାଇଥିଲା।

ଏଠି ପ୍ରଶ୍ନ ଉଠୁଛି ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ୧୭ ତାରିଖରେ ପୁଲିସ୍‌ ବାରାକରୁ ଫେରାର୍ ହୋଇଥିବା ବେଳେ ୧୯ ତାରିଖରେ ଆଖୁ ବାଡ଼ିରୁ ଧରାପଡ଼ିଥିଲା। ତେବେ ୧୮ ତାରିଖରେ ତା’ର କେମିତି କୋଭିଡ୍‌ ଟେଷ୍ଟ ହେଲା? ଯଦିଓ ଟିଟିଲାଗଡ଼ ଏସ୍‌ଡିଏମ୍‌ଓ ଓ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍‌ ଟେଷ୍ଟ ହୋଇଛି, ତେବେ ମେଡିକାଲ୍‌ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି।

ଏସ୍‌ଡିଏମ୍‌ଓ କହିଛନ୍ତି, “ପ୍ରକୃତ ଟେଷ୍ଟିଂ ରେଜିଷ୍ଟରରେ ୧୭ ତାରିଖ ଏଣ୍ଟ୍ରି ହୋଇଛି। ସେଦିନ ଟାର୍ଗେଟ ଫୁଲ୍‌ ହୋଇଯାଇଥିବାରୁ ୧୮ ତାରିଖରେ ଏଣ୍ଟ୍ରି କରାଯାଇଛି। କିନ୍ତୁ ଟେଷ୍ଟ ୧୭ ତାରିଖରେ ହୋଇଛି। ତାକୁ ୧୭ ତାରିଖରେ ଆଣିଥିଲେ ଓ ସେହିଦିନ ଟେଷ୍ଟ କରାଯାଇଛି।”

ହାତ ଧୋଇବାର ବାହାନା କରି ପୁଲିସ୍‌ ବାରାକରୁ ଫେରାର୍ ହୋଇଯାଇଥିଲା ଗୋବିନ୍ଦ। ପୁଲିସ୍‌ ତାକୁ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲା। ତା’ପରେ ପୁଲିସ୍‌ ତା’ ପାଇଁ ପୁରସ୍କାର ଘୋଷଣା କରିଥିଲେ। ଗୋବିନ୍ଦକୁ ଧରାଇ ଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ ବୋଲି ବଲାଙ୍ଗିର ଏସ୍‌ପି ଘୋଷଣା କରିଥିଲେ। ପୁରସ୍କାର ଘୋଷଣାର ଘଣ୍ଟେରୁ ଦୁଇ ଘଣ୍ଟା ଭିତରେ ଗୋବିନ୍ଦକୁ ଧରିଲା ପୁଲିସ୍‌। ୧୯ ତାରିଖରେ ସେ ତା’ ଭଉଣୀଘର ଗାଁର ଆଖୁ ବାଡ଼ିରୁ ଲୋଚିଥିବା ବେଳେ ପୁଲିସ୍‌ ଧରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story