ଗର୍ଜିଲେ ପାଲା ଗାୟକ, କହିଲେ-ସରକାରଙ୍କ ସହାୟତା ସମୁଦ୍ରକୁ ଶଙ୍ଖେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାର ପାଲା ଗାୟକମାନଙ୍କୁ ୧୨୦୦ ଟଙ୍କା ସହାୟତା ଦେଉଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ। କଳାକାର ଭତ୍ତା ରାଶିକୁ ୩ ହଜାରକୁ ବୃଦ୍ଧି କରନ୍ତୁ। ଏପରି ୧୦ ଦଫା ଦାବିରେ ଆଜି ରାଜଭବନ ସମ୍ମୁଖରେ ପାଲା ଗାୟକ ସଂଘର କର୍ମକର୍ତ୍ତାମାନେ ବିକ୍ଷୋଭ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ,  ସରକାର ପାଲା କଳାକାରଙ୍କ ଭତ୍ତା ରାଶିକୁ ୩ ହଜାରକୁ ବୃଦ୍ଧି କରିବା ସହ ପାଲା କଳାକାରଙ୍କୁ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା,  ଜୀବନ ବୀମା ଓ […]

PALA_GAYAKA_

PALA_GAYAKA_

Tapaswini Nayak
  • Published: Wednesday, 22 December 2021
  • Updated: 22 December 2021, 02:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାର ପାଲା ଗାୟକମାନଙ୍କୁ ୧୨୦୦ ଟଙ୍କା ସହାୟତା ଦେଉଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ। କଳାକାର ଭତ୍ତା ରାଶିକୁ ୩ ହଜାରକୁ ବୃଦ୍ଧି କରନ୍ତୁ। ଏପରି ୧୦ ଦଫା ଦାବିରେ ଆଜି ରାଜଭବନ ସମ୍ମୁଖରେ ପାଲା ଗାୟକ ସଂଘର କର୍ମକର୍ତ୍ତାମାନେ ବିକ୍ଷୋଭ କରିଛନ୍ତି।

ସେମାନେ ଦାବି କରିଛନ୍ତି ଯେ,  ସରକାର ପାଲା କଳାକାରଙ୍କ ଭତ୍ତା ରାଶିକୁ ୩ ହଜାରକୁ ବୃଦ୍ଧି କରିବା ସହ ପାଲା କଳାକାରଙ୍କୁ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା,  ଜୀବନ ବୀମା ଓ  ପାଲା ମଣ୍ଡପର ଉନ୍ନତି ପାଇଁ ଆର୍ଥିକ ସହାୟତା ଦିଆଯାଉ। ପାଲା କଳାକାରମାନେ ବିଭିନ୍ନ ଦାବି ନେଇ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ପାଲା ଗାୟକ ସଂଘର ସଭାପତି କହିଛନ୍ତି, ଆମ ରାଜ୍ୟରେ ପାଲା ହେଉଛି ସାଂସ୍କୃତିକ  ଆଭିମୁଖ୍ୟ। ସେଥିପାଇଁ  ସରକାର ପାଲା ଏକାଡେମୀ ତିଆରି କରନ୍ତୁ। ମଞ୍ଚ ବଞ୍ଚିଲେ ପାଲା କଳାକାର ବଞ୍ଚିବେ। ସେଥିପାଇଁ ଗ୍ରାମାଞ୍ଚଳରେ ଥିବା ମଞ୍ଚଗୁଡ଼ିକୁ ପ୍ରୋତ୍ସାହନ ରାଶି ଦିଆଯାଉ । ପାଲା କଳାକାରଙ୍କ ନାର୍ଯ୍ୟ ଦାବି ପୂରଣ କରିବା ପାଇଁ ଆମେ ସରକାରଙ୍କ ପାଖରେ ବାରମ୍ବାର  ନିବେଦନ କରି ଆସିଛୁ। ହେଲେ ସରକାର ଆମ କଥା ଶୁଣୁନାହାନ୍ତି। ସେଥିପାଇଁ ଆମେ ରାଜରାସ୍ତାକୁ ଓହ୍ଲାଇଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story