ଶିକାର କରିବାକୁ ଯାଇ ଶିକାର ହୋଇଗଲା ଶିକାରୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ଶିକାର କରିବାକୁ ଯାଇ ଶିକାର ହୋଇଗଲା ଶିକାରୀ । ନିଜ ଗୁଳିରେ ନଜେ ହେଲା ଶିକାର। ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗଂଜାବାହାଲ ଗାଁରେ। ମୃତକ ହେଲେ ବାହାଦୁର ସିଂହ। ଗତ ଶୁକ୍ରବାର ସେ ନିଜର ୩ ସହଯୋଗୀଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ।  ଏକ ମୟୂରକୁ ନିଜ ଦେଶୀ ବନ୍ଧୁକରେ ପିଟିବାକୁ ଚେଷ୍ଟା କରିବା ବେଳେ ମୟୂର ବସିଥିବା ପଥରରେ ପିଟି ହୋଇଥିଲା ବନ୍ଧୁକ। ଏହା ଦ୍ୱାରା ସେଥିରୁ […]

tio

tio

Tapas Behera
  • Published: Sunday, 12 May 2019
  • Updated: 12 May 2019, 04:58 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ଶିକାର କରିବାକୁ ଯାଇ ଶିକାର ହୋଇଗଲା ଶିକାରୀ । ନିଜ ଗୁଳିରେ ନଜେ ହେଲା ଶିକାର। ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗଂଜାବାହାଲ ଗାଁରେ। ମୃତକ ହେଲେ ବାହାଦୁର ସିଂହ। ଗତ ଶୁକ୍ରବାର ସେ ନିଜର ୩ ସହଯୋଗୀଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ।  ଏକ ମୟୂରକୁ ନିଜ ଦେଶୀ ବନ୍ଧୁକରେ ପିଟିବାକୁ ଚେଷ୍ଟା କରିବା ବେଳେ ମୟୂର ବସିଥିବା ପଥରରେ ପିଟି ହୋଇଥିଲା ବନ୍ଧୁକ।

ଏହା ଦ୍ୱାରା ସେଥିରୁ ଗୁଳି ଫୁଟି ବାହାଦୁର ଦେହରେ ବାଜିଥିଲା।  ଗୁରୁତର ଆହତ ବାହାଦୁରକୁ ସହଯୋଗୀମାନେ ଡାକ୍ତରଖାନା ଆଣୁଥିବା ବେଳେ ତାର ମୃତ୍ୟୁ ହୋଇଥିଲା।

ତେଣୁ ଭୟରେ ସେମାନେ ତାକୁ ଜଙ୍ଗଲରେ ପୋତି ଦେଇଥିଲେ। ପୁଲିସକୁ ଏ ସଂପର୍କରେ କୌଣସି ସୂତ୍ରରୁ ସୂଚନା ମିଳିବା ପରେ ବାହାଦୁରର ସହଯୋଗୀଙ୍କୁ ଘନ ଘନ ଜେରା କରାଯାଇଥିଲା। ଏହା ପରେ ସେମାନେ ସବୁ କଥା ବଖାଣିଥିଲେ। ଜଙ୍ଗଲରୁ ମୃତ ଦେହକୁ କାଢ଼ିବା ସହିତ ବ୍ୟବହୃତ ବନ୍ଧୁକକୁ ମଧ୍ୟ ପୁଲିସ ଜବତ କରିଛି ଏବଂ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story