ପାରିବାରିକ କଳହର କରୁଣ ପରିଣତି, ପତ୍ନୀକୁ ହତ୍ୟା

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳ ଅରଖକୁଦରେ ସ୍ତ୍ରୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ। ଏହାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଗାଁରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ଗାଁର ଚନ୍ଦନ ଜେନା ୫ ବର୍ଷ ତଳେ ମାହାଙ୍ଗା ଥାନା ଅଞ୍ଚଳର କୁମୁଡ଼ା ଜୟପୁର ଗାଁର ବନିତା ଜେନାଙ୍କୁ ପ୍ରେମ ବିବାହ କରିଥିଲେ। କୌଣସି କାରଣରୁ ସକାଳେ ସ୍ୱାମୀ ସ୍ତ୍ରୀଙ୍କ […]

bcc-1

Tapas Behera
  • Published: Sunday, 09 June 2019
  • , Updated: 09 June 2019, 04:46 PM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳ ଅରଖକୁଦରେ ସ୍ତ୍ରୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ। ଏହାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଗାଁରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ଗାଁର ଚନ୍ଦନ ଜେନା ୫ ବର୍ଷ ତଳେ ମାହାଙ୍ଗା ଥାନା ଅଞ୍ଚଳର କୁମୁଡ଼ା ଜୟପୁର ଗାଁର ବନିତା ଜେନାଙ୍କୁ ପ୍ରେମ ବିବାହ କରିଥିଲେ। କୌଣସି କାରଣରୁ ସକାଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲା। ଏହାପରେ ଆସି ଥାନାରେ ଆତ୍ମସମର୍ପଣ କରିଛି।

Related story