ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ବର୍ଷ ଜେଲ ଦଣ୍ଡ ହୋଇଛି। ସେ ଆଜି ଆତ୍ମସମର୍ପଣ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି। ଜେଲ୍ ଦଣ୍ଡାଦେଶ ପରେ ବିନୋଦଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ବିନୋଦଙ୍କ ନାଁରେ NBW ଜାରି ହୋଇଥିଲା। ଆତ୍ମସମର୍ପଣ କରିବାକୁ ତାଙ୍କୁ ଆଜି ଯାଏ ସମୟ ଦିଆଯାଇଥିଲା। ଏହି ମାମଲାର ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ବି ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଓଆର୍‌ଏଚ୍‌ଡିସିରେ […]

binod

Ordigital Desk
  • Published: Friday, 10 August 2018
  • , Updated: 10 August 2018, 01:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ବର୍ଷ ଜେଲ ଦଣ୍ଡ ହୋଇଛି। ସେ ଆଜି ଆତ୍ମସମର୍ପଣ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି। ଜେଲ୍ ଦଣ୍ଡାଦେଶ ପରେ ବିନୋଦଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି।

ବିନୋଦଙ୍କ ନାଁରେ NBW ଜାରି ହୋଇଥିଲା। ଆତ୍ମସମର୍ପଣ କରିବାକୁ ତାଙ୍କୁ ଆଜି ଯାଏ ସମୟ ଦିଆଯାଇଥିଲା।

ଏହି ମାମଲାର ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ବି ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।

ଓଆର୍‌ଏଚ୍‌ଡିସିରେ ୫୩ ଲକ୍ଷ ଟଙ୍କାର ଦୁର୍ନୀତି ମାମଲାରେ ବିନୋଦ କୁମାର ସଂପୃକ୍ତ ଥିଲେ। ପୂର୍ବରୁ ଏହି  ମାମଲାରେ କୋର୍ଟ ୨ଜଣଙ୍କୁ ୩ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଥିଲେ।

Related story