ଆଇଡିଆ ଇଣ୍ଡିଆ-୨୦୧୫ ସମ୍ମିଳନୀରେ ଯୋଗଦେବାକୁ ଶ୍ରୀନଗର ଗସ୍ତ କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଆଇଡିଆ ଇଣ୍ଡିଆ-୨୦୧୫ ସମ୍ମିଳନୀରେ ଯୋଗଦେବା ପାଇଁ ଶ୍ରୀନଗର ଗସ୍ତ କରିଛନ୍ତି । ଅନନ୍ଦ ଆସପେନ ସେଣ୍ଟର ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶରୁ ବହୁ ବୁଦ୍ଧିଜୀବୀ ଯୋଗଦେଇ ନିଜର ମତବ୍ୟକ୍ତ ରଖିବେ । ସାଂସଦ ପଣ୍ଡା ଏହି ସମ୍ମିଳନୀରେ ଭାରତରେ ବଢୁଥିବା ହିଂସା, ବିବିଧତା, ମାନବିକତା ଓ ସାମାଜିକ ସୁରକ୍ଷା ଦିଗରେ ନିଜର ବକ୍ତବ୍ୟ ରଖିବେ । ଅନ୍ୟମାନଙ୍କ ମଧ୍ୟରେ […]

JAY-PANDA-L

JAY-PANDA-L

Rakesh Mallick
  • Published: Friday, 28 August 2015
  • Updated: 28 August 2015, 02:50 PM IST

Sports

Latest News

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଆଇଡିଆ ଇଣ୍ଡିଆ-୨୦୧୫ ସମ୍ମିଳନୀରେ ଯୋଗଦେବା ପାଇଁ ଶ୍ରୀନଗର ଗସ୍ତ କରିଛନ୍ତି । ଅନନ୍ଦ ଆସପେନ ସେଣ୍ଟର ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଦେଶ ଓ ବିଦେଶରୁ ବହୁ ବୁଦ୍ଧିଜୀବୀ ଯୋଗଦେଇ ନିଜର ମତବ୍ୟକ୍ତ ରଖିବେ । ସାଂସଦ ପଣ୍ଡା ଏହି ସମ୍ମିଳନୀରେ ଭାରତରେ ବଢୁଥିବା ହିଂସା, ବିବିଧତା, ମାନବିକତା ଓ ସାମାଜିକ ସୁରକ୍ଷା ଦିଗରେ ନିଜର ବକ୍ତବ୍ୟ ରଖିବେ । ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ସାଂସଦ ଶଶି ଥରୁର, ନାଗାଲାଣ୍ଡ ମନ୍ତ୍ରୀ ମହନ କିକନ, ବିଜେପି ଜାତୀୟ ଉପସଭାପତି ବିନୟ ସହସ୍ରବୁଧେ ଏବଂ ବରିଷ୍ଠ ସ୍ତମ୍ବକାର ଟି.ଏନ. ନିନନ୍ ପ୍ରମୁଖ ଯୋଗଦେବେ । ଗୋବିନ୍ଦରାଜ ଏଥିରାଜ ଏହାକୁ ପରିଚାଳନା କରିବେ ।

ସୂଚନାଯୋଗ୍ୟ ଯେ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନନ୍ତ ଆସପେନ୍ ସେଣ୍ଟର ଭାରତର ଉନ୍ନତି ଓ ସାମାଜିକ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ବୁଦ୍ଧିଜୀବୀଙ୍କୁ ନେଇ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରାଯାଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story