ଆଇଆଇଏମ ପ୍ରସଙ୍ଗ; କେନ୍ଦ୍ର ନିକଟରେ ଯୁକ୍ତି ରଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଇଆଇଏମର ସ୍ଥାୟୀ କ୍ୟାମ୍ପସ୍ ସମ୍ୱଲପୁରରେ କରିବା ନେଇ ଆଜି କେନ୍ଦ୍ର ନିକଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଆଇଆଇଏମର ଉଭୟ ଅସ୍ଥାୟୀ ଓ ସ୍ଥାୟୀ କ୍ୟାମ୍ପସ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ସଚିବ ଓ ନିର୍ଦ୍ଦେଶକ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ନିକଟରେ ଦେଇଥିଲେ ସମସ୍ତ ସ୍ପଷ୍ଟୀକରଣ। ଏନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ କୌଣସି ବୈଠକ ହୋଇନଥିଲେ ହେଁ ରାଜ୍ୟରୁ […]

IIModisha

IIModisha

Rakesh Mallick
  • Published: Friday, 05 June 2015
  • Updated: 05 June 2015, 01:52 PM IST

Sports

Latest News

ଭୁବନେଶ୍ୱର: ଆଇଆଇଏମର ସ୍ଥାୟୀ କ୍ୟାମ୍ପସ୍ ସମ୍ୱଲପୁରରେ କରିବା ନେଇ ଆଜି କେନ୍ଦ୍ର ନିକଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଆଇଆଇଏମର ଉଭୟ ଅସ୍ଥାୟୀ ଓ ସ୍ଥାୟୀ କ୍ୟାମ୍ପସ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ସଚିବ ଓ ନିର୍ଦ୍ଦେଶକ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ନିକଟରେ ଦେଇଥିଲେ ସମସ୍ତ ସ୍ପଷ୍ଟୀକରଣ। ଏନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ କୌଣସି ବୈଠକ ହୋଇନଥିଲେ ହେଁ ରାଜ୍ୟରୁ ଯାଇଥିବା ଦୁଇ ଅଧିକାରୀ ରିପୋର୍ଟ ଦାଖଲ କରିଥିଲେ। ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏହି ସୂଚନା ଦେଇଛନ୍ତି।

ସ୍ଥାୟୀ କ୍ୟାଂପସ୍ ପାଇଁ ରାଜ୍ୟ ସରକାର ତିନୋଟି ସ୍ଥାନ ଚିହ୍ନଟ କରିଛନ୍ତି। ଏଗୁଡ଼ିକ ହେଲା- ରେଙ୍ଗାଳିର ବ୍ରାହ୍ମଣୀପଲି, ବୁର୍ଲାର ବସନ୍ତପୁର ଓ କୁଟ୍ରାଯୋଡ଼ି। ସେହିଭଳି ସ୍ଥାୟୀ କ୍ୟାଂପସ୍ ପାଇଁ ୫ଟି ଜାଗା ଚିହ୍ନଟ କରାଯାଇଛି। ଏଗୁଡ଼ିକ ହେଲା- ସମ୍ୱଲପୁର ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ଟେକ୍ନୋଲୋଜି, ସିଲିକନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ଗମେଣ୍ଟ ପଲିଟେକନିକ ରେଙ୍ଗ।ଲି, ଗମେଣ୍ଟ ଆଇଟିଆଇ ରସଲପୁର। ଏଥି ସହ କେନ୍ଦ୍ର ମାଗିଥିବା ୫ଟି ମାପଦଣ୍ଡର ଉତ୍ତର ପ୍ରସ୍ତୁତ କରି କେନ୍ଦ୍ର ମାନବ ସମ୍ୱଳ ବିଭାଗ ପାଖରେ ଯୁକ୍ତି ରଖିଥିଲେ ବୈଷିୟିକ ଶିକ୍ଷା ଓ ତାଲିମ ବିଭାଗର ସଚିବ ଓ ନିଦ୍ଦେର୍ଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story