ରାଜଧାନୀରେ ବାଂଲାଦେଶୀ ରୂପଜୀବୀ, ରାତିକରେ ହାଇଡିମାଣ୍ଡ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ବାଂଲାଦେଶୀ ରୂପଜୀବୀ । ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣିବା ପଛରେ ଅଛନ୍ତି ଲେଡି ଦଲାଲ। ଅଫିସରେ କାମ ଦେବାକୁ କହି ଆଣିବା ପରେ ଏଠି ସେକ୍ସ୍ ବିଜନେସ୍‌ରେ ଲଗାଉଛନ୍ତି । କିଙ୍ଗପିନ ଦଲାଲ ଜଣେ ବାଂଲାଦେଶୀ ଲେଡି ଦଲାଲ ହୋଇଥିବାରୁ ଯୁବତୀଙ୍କୁ ପ୍ରଥମେ କୋଲକତା ପରେ ଭୁବନେଶ୍ୱରକୁ ଆଣି ଚଳାଇଛନ୍ତି ଦେହର ପସରା। ଯାହାର ସାମାନ୍ୟ ଟେର ପାଉନି ପୁଲିସ। ନୂଆବର୍ଷ ଆସୁଥିବାରୁ ରାଜଧାନୀରେ ଦେହ ବଜାର କାରବାର ଜୋର ଧରିଥିବା ବେଳେ ୨୦ରୁ […]

4vb

4vb

Tapas Behera
  • Published: Wednesday, 25 December 2019
  • Updated: 25 December 2019, 06:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ବାଂଲାଦେଶୀ ରୂପଜୀବୀ । ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣିବା ପଛରେ ଅଛନ୍ତି ଲେଡି ଦଲାଲ। ଅଫିସରେ କାମ ଦେବାକୁ କହି ଆଣିବା ପରେ ଏଠି ସେକ୍ସ୍ ବିଜନେସ୍‌ରେ ଲଗାଉଛନ୍ତି । କିଙ୍ଗପିନ ଦଲାଲ ଜଣେ ବାଂଲାଦେଶୀ ଲେଡି ଦଲାଲ ହୋଇଥିବାରୁ ଯୁବତୀଙ୍କୁ ପ୍ରଥମେ କୋଲକତା ପରେ ଭୁବନେଶ୍ୱରକୁ ଆଣି ଚଳାଇଛନ୍ତି ଦେହର ପସରା। ଯାହାର ସାମାନ୍ୟ ଟେର ପାଉନି ପୁଲିସ।

ନୂଆବର୍ଷ ଆସୁଥିବାରୁ ରାଜଧାନୀରେ ଦେହ ବଜାର କାରବାର ଜୋର ଧରିଥିବା ବେଳେ ୨୦ରୁ ଅଧିକ ବାଂଲାଦେଶୀ ଯୁବତୀ ଭୁବନେଶ୍ୱରରେ ରହି କାରବାର କରୁଛନ୍ତି। ଏଠାରେ ଫେକ୍ ଆଧାର କାର୍ଡ କରି ସେମାନଙ୍କୁ ବଡ ବଡ ହୋଟେଲକୁ ଗ୍ରାହକ ମାନଙ୍କ ପାଖକୁ ଛାଡୁଛନ୍ତି ଦଲାଲ।

ଗୋଟିଏ ରାତିକୁ ୧୫ ହଜାର ଟଙ୍କା ନେଉଛନ୍ତି ଏହି ବାଂଲାଦେଶୀ ରୂପଜୀବୀ। ଗତକାଲି ଜଣେ ବାଂଲାଦେଶୀ ରୂପଜୀବୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos