୪ଟା ୪୫ ଯାଏ ସତର୍କ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୭ଟି ଜିଲ୍ଲାରେ ବର୍ଷା ହେବ। ଘଡ଼ଘଡ଼ି ବି ମାରିବ। ଏନେଇ ଅପରାହ୍ନ ୪ଟା ୪୫ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗିର। ତେବେ ଜୋର୍ ବର୍ଷା ହେବ ନାହିଁ। ହାଲ୍‌କା ବର୍ଷା ହେବ ବୋଲି କୁହାଯାଇଛି।

lighting-12

Tapaswini Nayak
  • Published: Monday, 24 September 2018
  • , Updated: 24 September 2018, 07:57 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୭ଟି ଜିଲ୍ଲାରେ ବର୍ଷା ହେବ। ଘଡ଼ଘଡ଼ି ବି ମାରିବ। ଏନେଇ ଅପରାହ୍ନ ୪ଟା ୪୫ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏହି ଜିଲ୍ଲାଗୁଡ଼ିକ ହେଉଛି- କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗିର। ତେବେ ଜୋର୍ ବର୍ଷା ହେବ ନାହିଁ। ହାଲ୍‌କା ବର୍ଷା ହେବ ବୋଲି କୁହାଯାଇଛି।

Related story