ଅମ୍ଫାନ ପ୍ରଭାବ: ଗୋଟିଏ ଘର ଉପରେ ପଡ଼ିଲା ୩ ଗଛ, ଥାନାରେ ପଶିଲା ଜୁଆର ପାଣି

ସୋର/ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି। ଜୋରରେ ପବନ ବହିବା ଯୋଗୁ ବାଲେଶ୍ୱରର ସୋର ପୌରପାଳିକାର ପଠାଣ ମହଲାରେ ଗୋଟିଏ ଘର ଉପରେ ତିନିଟି ଗଛ ପଡ଼ିଯାଇଛି। ଏଥିରେ ସେହି ପରିବାରର ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ ଥାନାରେ ସମୁଦ୍ରର ଜୁଆର ପାଣି ପଶି ଯାଇଛି। ‘ଅମ୍ଫାନ’ ପ୍ରଭାବରେ ଗତକାଲି […]

tree

tree

Jitendra Garnayak
  • Published: Wednesday, 20 May 2020
  • Updated: 20 May 2020, 12:47 PM IST

Sports

Latest News

ସୋର/ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି। ଜୋରରେ ପବନ ବହିବା ଯୋଗୁ ବାଲେଶ୍ୱରର ସୋର ପୌରପାଳିକାର ପଠାଣ ମହଲାରେ ଗୋଟିଏ ଘର ଉପରେ ତିନିଟି ଗଛ ପଡ଼ିଯାଇଛି। ଏଥିରେ ସେହି ପରିବାରର ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ ଥାନାରେ ସମୁଦ୍ରର ଜୁଆର ପାଣି ପଶି ଯାଇଛି।

‘ଅମ୍ଫାନ’ ପ୍ରଭାବରେ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପାରାଦୀପ। କିଛି ସମୟ ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଏଠାରେ ଏଯାବତ୍ ସର୍ବାଧିକ ୧୯୭.୧ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଏଠାରେ ସର୍ବାଧିକ ପବନ ମଧ୍ୟ ରେକର୍ଡ କରାଯାଇଛି। ପାରାଦୀପରେ ପବନର ବେଗ ଘଣ୍ଟା ପ୍ରତି ୧୦୬ କିମି ରେକର୍ଡ କରାଯାଇଥିବା ବେଳେ ଖବର ଲେଖାଯିବା ବେଳକୁ ଏହା ବଢ଼ି ୧୧୦ କିମିରେ ପହଞ୍ଚି ସାରିଥିଲା। ଏଠାରେ ଘଣ୍ଟା ପ୍ରତି ୧୪୫ କିମ ଯାଏ ପବନ ବହିବାର ସମ୍ଭାବନା ରହିଛି।

ଶ୍ରୀ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଚାନ୍ଦବାଲିରେ ୬୦.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୫.୬ ମିମି, ବାଲେଶ୍ୱରରେ ୫୨.୨ ଓ ଗୋପାଳପୁରରେ ୮.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି ପବନର ବେଗ ଘଣ୍ଟା ପ୍ରତି ୭୪କିମି ରହିଥିବା ବେଳେ ଭୁବନେଶ୍ୱରରେ ୫୬ କିମି ରେକର୍ଡ କରାଯାଇଛି। ବାଲେଶ୍ୱରରେ ପବନର ବେଗ ଘଣ୍ଟାକୁ ୫୯ କିମି ଥିବା ବେଳେ ପୁରୀରେ ୩୯ କିମି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story