ଆସାମ ପରି ଓଡ଼ିଶାରେ ମଧ୍ୟ ଏନ୍‌ଆରସି ଦରକାର: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବେଆଇନ ଅନୁପ୍ରବେଶ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ଓଡ଼ିଶାରେ ମଧ୍ୟ ବ୍ୟାପକ ହେବାକୁ ଲାଗିଥିବା ଅଭିଯୋଗ କରିବା ସହ ଓଡ଼ିଶାରେ ମଧ୍ୟ ଆସାମ ପରି ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ ଅଫ୍‌ ଇଣ୍ଡିଆ (ଏନ୍‌ଆରସି) ଲାଗୁ କରିବାକୁ ଦାବି କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପୂର୍ବରୁ ବେଙ୍ଗାଲୁରୁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କର୍ଣ୍ଣାଟକାରେ ମଧ୍ୟ ଏହା ଲାଗୁ ହେବା ଦରକାର ବୋଲି ଦାବି କରିଥିଲେ। […]

tejaswi-baijayant

tejaswi-baijayant

Subrat Kumar Nayak
  • Published: Thursday, 11 July 2019
  • Updated: 11 July 2019, 10:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବେଆଇନ ଅନୁପ୍ରବେଶ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ଓଡ଼ିଶାରେ ମଧ୍ୟ ବ୍ୟାପକ ହେବାକୁ ଲାଗିଥିବା ଅଭିଯୋଗ କରିବା ସହ ଓଡ଼ିଶାରେ ମଧ୍ୟ ଆସାମ ପରି ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ ଅଫ୍‌ ଇଣ୍ଡିଆ (ଏନ୍‌ଆରସି) ଲାଗୁ କରିବାକୁ ଦାବି କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପୂର୍ବରୁ ବେଙ୍ଗାଲୁରୁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କର୍ଣ୍ଣାଟକାରେ ମଧ୍ୟ ଏହା ଲାଗୁ ହେବା ଦରକାର ବୋଲି ଦାବି କରିଥିଲେ। ବୈଜୟନ୍ତ ତାଙ୍କୁ ସମର୍ଥନ ଜଣାଇବା ସହ ନିଜ ରାଜ୍ୟର ସମସ୍ୟା ବାବଦରେ ମଧ୍ୟ ଆଲୋକପାତ କରିଛନ୍ତି।

ବୁଧବାର ତେଜସ୍ୱୀ କହିଥିଲେ, ବାଂଲାଦେଶରୁ ପରିଚାଳିତ ଏକ ଆତଙ୍କୀ ସଂଗଠନ ବେଙ୍ଗାଲୁରୁରେ ସକ୍ରିୟ ଥିବା ନିକଟରେ ଜଣାପଡ଼ିଛି। ତେଣୁ ମୁଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛି କର୍ଣ୍ଣାଟକା ଏବଂ ବେଙ୍ଗାଲୁରୁରେ ଏନ୍‌ଆରସି ଲାଗୁ କରାଯାଇ ବେଆଇନ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରାଯାଉ।

ବୈଜୟନ୍ତ ନିଜ ଦଳର ସାଂସଦ ତେଜସ୍ୱୀଙ୍କ ମତକୁ ସମର୍ଥନ କରି କହିଥିଲେ, ଏହି ଯୁବକ ସଂସଦରେ ଠିକ୍‌ କଥା ଉପସ୍ଥାପନ କରୁଛନ୍ତି। ମୁଁ ଭାବୁଛି ଓଡ଼ିଶାରେ ମଧ୍ୟ ଏନ୍‌ଆରସି ଦରକାର। ବିଶେଷ କରି ଉପକୂଳ ଜିଲ୍ଲାମାନଙ୍କରେ ବେଆଇନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଚିନ୍ତାଜନକ। ମୋ ସଂସଦୀୟ କାର୍ଯ୍ୟକାଳ ମଧ୍ୟରେ ମୁଁ ଏହି ଅଞ୍ଚଳରେ ତଟରକ୍ଷୀଙ୍କ ନିଯୁକ୍ତି ପାଇଁ ଦାବି କରିଥିଲି ଏବଂ ପରେ ଏହା କାର୍ଯ୍ୟକାରୀ ହୋଇଥିଲା। ବର୍ତ୍ତମାନ ସେମାନଙ୍କ ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି।

ତେବେ ବୈଜୟନ୍ତଙ୍କ ଏହି ସମର୍ଥନରେ ଅଭିଭୂତ ତେଜସ୍ୱୀ ଟ୍ୱିଟ୍‌ରେ ଉତ୍ତର ରଖିଛନ୍ତି, ସାର୍‌ ଆପଣଙ୍କ ଟ୍ୱିଟ୍‌ରେ ଏହି ପ୍ରସଙ୍ଗ ସ୍ଥାନ ଦେବା ବହୁତ ବଡ଼ କଥା। ଆପଣ ସାଂସଦ ଥିବା ସମୟରେ ଆପଣଙ୍କଠାରୁ ଦୀର୍ଘ ଦିନ ଧରି ପ୍ରେରଣା ପାଇଆସିଛି। ସର୍ଦ୍ଦାର ପଟେଲଙ୍କ ପରେ ସେମିତି ଜଣେ ଭଲ ଗୃହମନ୍ତ୍ରୀଭାବେ ଆମେ ଅମିତ ଶାହଙ୍କୁ ପାଇଛେ। ମୁଁ ନିଶ୍ଚିତ ସେ ଆମ ଦେଶର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସବୁ କିଛି କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story