ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଆଇଟିଆର ୩ ନମ୍ବର ଲଞ୍ଚପ୍ୟାଡରୁ Quick Reaction Surface to Air Missile (QRSAM) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ପରୀକ୍ଷଣ କରାଯାଇଥିଲା।
https://twitter.com/DRDO_India/status/1328695498723577859?s=20
QRSAM କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୨୦ରୁ ୩୦ କିମି ରହିଛି। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷ କ୍ଷେପଣାସ୍ତ୍ରକୁ ଅତି ସହଜରେ ନିକ୍ଷେପ କରିପାରିବ।