ଓଡ଼ିଶା ଉପକୂଳରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଙ୍ଗଳବାର ଓଡ଼ିଶାର ବଙ୍ଗୋପସାଗର ଉପକୂଳରେ ‘ଏୟାର ଟୁ ଏୟାର’ ମିସାଇଲ୍ ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରାଯାଇଛି। ଏସ୍‌ୟୁ-୩୦ ଏମ୍‌କେଆଇ ଯୋଗେ ଆକାଶ ମାର୍ଗରୁ ହିଁ ଏହି ପରୀକ୍ଷଣ କରାଯାଇଛି। VIDEO: Today’s Astra beyond visual range air-to-air missile user flight test by the IAF from a Su-30 MKI. pic.twitter.com/q9vMF3Y2M9 — Livefist (@livefist) September 17, 2019 ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ […]

astra

astra

Subrat Kumar Nayak
  • Published: Tuesday, 17 September 2019
  • Updated: 17 September 2019, 05:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଙ୍ଗଳବାର ଓଡ଼ିଶାର ବଙ୍ଗୋପସାଗର ଉପକୂଳରେ ‘ଏୟାର ଟୁ ଏୟାର’ ମିସାଇଲ୍ ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରାଯାଇଛି। ଏସ୍‌ୟୁ-୩୦ ଏମ୍‌କେଆଇ ଯୋଗେ ଆକାଶ ମାର୍ଗରୁ ହିଁ ଏହି ପରୀକ୍ଷଣ କରାଯାଇଛି।
https://twitter.com/livefist/status/1173911659150286849
ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଏୟାର ଟୁ ଏୟାର ମିସାଇଲ୍। ଆଜି ଏହାର କ୍ଷମତା ବାବଦରେ ଜାଣିବାକୁ ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଭିନ୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ୍‌ ଏବଂ ସେନ୍ସର ସାହାଯ୍ୟରେ ଏହି ମିସାଇଲକୁ ଟ୍ରାକ୍‌ କରାଯାଇଥିଲା। ଏଥିରୁ ହିଁ ସ୍ପଷ୍ଟ ହୋଇଥିଲା ‘ଅସ୍ତ୍ର’ ଟାର୍ଗେଟ୍‌ ପୂରଣ କରିପାରିଛି।

ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ‘ବିୟୋଣ୍ଡ ଭିଜୁଆଲ ରେଞ୍ଜ’ ମିସାଇଲ୍‌ ୭୦ କିଲୋମିଟରର ଟାର୍ଗେଟ୍‌ ପୂରଣ କରିପାରୁଛି। ଏହା ଘଣ୍ଟା ପ୍ରତି ୫,୫୫୫ କିଲୋମିଟର ବେଗରେ ଗତି କରିପାରେ। ଏହାକୁ ଡିଆରଡିଓ ସହିତ ଅନ୍ୟ ୫୦ଟି ସରକାରୀ ଓ ବେସରକାରୀ ସଂସ୍ଥା ମିଶି ନିର୍ମାଣ କରିଛନ୍ତି। ଏହାକୁ ଆକାଶ ମାର୍ଗରେ ବ୍ୟବହାର କରିବା ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ ସୁଖୋଇକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story