ବାରିପଦାରେ ଖସିପଡ଼ିଲା ଭାରତୀୟ ବାୟୁସେନାର ବିମାନ

Ordigital Desk
  • Published: Tuesday, 20 March 2018
  • , Updated: 20 March 2018, 01:37 PM IST
<p>ବାରିପଦା( ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ମହୁଲଟାଙ୍ଗିରି ଗାଁ ନିକଟରେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣା ଗସ୍ତ ହୋଇଛି। ଏଥିରେ ପାଇଲଟ ପାରାଚୁଟ୍ ଜରିଆରେ ବାହାରକୁ ବାହାରି ଆସିଥିଲେ ମଧ୍ୟ ସେ ଆହତ ହୋଇଛନ୍ତି। ତାଙ୍କୁ ବହଡାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ବିମାନଟି କିଭଳି ଦୁର୍ଘଟଣାଗସ୍ତ ହେଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।</p>

Related story