କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସମ୍ମାନ ଜଣାଇଲା ସେନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନା ଯୋଦ୍ଧାଙ୍କୁ ଆଜି ଜଣାଯାଇଛି ସମ୍ମାନ। କରୋନାର ଫ୍ରଣ୍ଟ ଲାଇନ୍ ଯୋଦ୍ଧା ପୁଲିସ୍ ଅଧିକାରୀ, ଟ୍ରାଫିକ୍ ପୋଷ୍ଟ, କୋଭିଡ୍ ହସ୍ପିଟାଲ୍ ସମେତ ଅନ୍ୟ କରୋନା ଯୋଦ୍ଧାଙ୍କ କର୍ମକ୍ଷେତ୍ରରେ ପୁଷ୍ପ ବୃଷ୍ଟି କରାଯାଇଛି। ବାୟୁସେନା ହେଲିକପ୍ଟର ଭୁବନେଶ୍ୱରରେ ମଧ୍ୟ ପୁଷ୍ପ ବର୍ଷା କରିଛି। ଆଜି ଦିନ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ବାୟୁସେନା ହେଲିକପ୍ଟର ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ୍ ହସପିଟାଲ ଉପରେ ପୁଷ୍ପ ବୃଷ୍ଟି କରିଥିଲେ। ଏହି ସମୟରେ ହସପିଟାଲର […]

indian army salute corona fighter

indian army salute corona fighter

Subhransu Sekhar
  • Published: Sunday, 03 May 2020
  • Updated: 03 May 2020, 11:55 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନା ଯୋଦ୍ଧାଙ୍କୁ ଆଜି ଜଣାଯାଇଛି ସମ୍ମାନ। କରୋନାର ଫ୍ରଣ୍ଟ ଲାଇନ୍ ଯୋଦ୍ଧା ପୁଲିସ୍ ଅଧିକାରୀ, ଟ୍ରାଫିକ୍ ପୋଷ୍ଟ, କୋଭିଡ୍ ହସ୍ପିଟାଲ୍ ସମେତ ଅନ୍ୟ କରୋନା ଯୋଦ୍ଧାଙ୍କ କର୍ମକ୍ଷେତ୍ରରେ ପୁଷ୍ପ ବୃଷ୍ଟି କରାଯାଇଛି।

ବାୟୁସେନା ହେଲିକପ୍ଟର ଭୁବନେଶ୍ୱରରେ ମଧ୍ୟ ପୁଷ୍ପ ବର୍ଷା କରିଛି। ଆଜି ଦିନ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ବାୟୁସେନା ହେଲିକପ୍ଟର ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ୍ ହସପିଟାଲ ଉପରେ ପୁଷ୍ପ ବୃଷ୍ଟି କରିଥିଲେ। ଏହି ସମୟରେ ହସପିଟାଲର ଡାକ୍ତରଙ୍କ ସହ ଅନ୍ୟ କର୍ମଚାରୀ ମଧ୍ୟ ସମ୍ମାନ ଗ୍ରହଣ କରିବାକୁ ବାହାରକୁ ଆସିଥିଲେ।

https://twitter.com/otvnews/status/1256810770513514501

ବାୟୁ ସେନାର ଲଢ଼ୁଆ ବିମାନ ଆପାଚେ, ସୁଖୋଇ ଓ ଅନ୍ୟ ହେଲିକପ୍ଟରରେ ପୁଷ୍ପ ବର୍ଷା କରାଯାଇଛି। ଦିଲ୍ଲୀ ରାଇସେନା ହିଲ୍, ବିଜୟ ଚୌକରେ ଦାୟିତ୍ୱରେ ଥିବା ଟ୍ରାଫିକ୍ ଅଫିସର୍, ମୁମ୍ବାଇ କୋଭିଡ୍ ହସ୍ପିଟାଲ୍, ଲେହ ମେଡିକାଲ୍, କୋଲକାତାର କୋଭିଡ୍ ହସ୍ପିଟାଲ୍ ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରମୁଖ କୋଭିଡ୍ ହସ୍ପିଟାଲ୍ ଉପରେ ବାୟୁ ସେନା ପକ୍ଷରୁ ପୁଷ୍ପ ବର୍ଷା କରାଯାଇଛି। ସେନାର ଏହି ସମ୍ମାନକୁ ଗ୍ରହଣ କରିବାକୁ ଡାକ୍ତର ଓ ମେଡିକାଲ୍ କର୍ମଚାରୀ ବାହାରକୁ ଆସିଥିଲେ।

ଆଜି ସକାଳୁ ପ୍ରଥମେ ରାଷ୍ଟ୍ରୀୟ ପୋଲିସ୍ ସ୍ମାରକୀରେ ତିନି ସେନା ମୁଖ୍ୟ ପହଞ୍ଚି ପୋଲିସକୁ ସମ୍ମାନ ଜଣାଇବା ସହ କରୋନା ମୁକାବିଲା କ୍ଷେତ୍ରରେ ତାଙ୍କ ଅବଦାନକୁ ପ୍ରଂଶସା କରିଛନ୍ତି। ସେହିଭଳି ଆଜି ସଂଧ୍ୟାରେ ଇଣ୍ଡିଆନ୍ କୋଷ୍ଟଗାର୍ଡର ଜାହାଜଗୁଡିକ ଦେଶର ୨୪ଟି ସ୍ଥାନରେ ରହି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story