ଭାରତୀୟ ‘ଭାଷା ଅପନାଓ ଅଭିଯାନ’ର ରାଜ୍ୟ ସଭାପତି ହେଲେ ଆଶିଷ

ଭୁବେନଶ୍ୱର(ଓଡିଶା ରିପୋର୍ଟର): ସମଗ୍ର ଦେଶରେ ଭାଷା ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଭାରତୀୟ ଭାଷା ଅପନାଓ ଅଭିଯାନ ଆରମ୍ଭ ହୋଇଛି । ଓଡିଶାରେ ମଧ୍ୟ ଏହି ଅଭିଯାନ କ୍ରିୟାଶୀଳ ହେବାରେ ଲାଗିଛି । ମାତୃଭାଷାକୁ ଶୀର୍ଷରେ ପହଞ୍ଚାଇବା ସଙ୍କଳ୍ପ ଲାଗି ଆଶିଷ ମିଶ୍ରଙ୍କୁ ଓଡିଶାର ରାଜ୍ୟ ସଭାପତି ଭାବେ କାର୍ଯ୍ୟଭାର ଦିଆଯାଇଛି । ରାଜ୍ୟରେ ଓଡିଆକୁ ପ୍ରଥମ ଭାଷା ଓ ହୀନ୍ଦିକୁ ଦ୍ୱିତୀୟ ଭାଷା ଭାବେ ସମ୍ବୀଧାନିକ ଅଧିକାର ପ୍ରଦାନ ଲକ୍ଷ ରଖାଯାଇଥିବା ପ୍ରେସ୍ ବିବୃତ୍ତିରେ କୁହାଯାଇଛି। […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 04:01 PM IST

ଭୁବେନଶ୍ୱର(ଓଡିଶା ରିପୋର୍ଟର): ସମଗ୍ର ଦେଶରେ ଭାଷା ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଭାରତୀୟ ଭାଷା ଅପନାଓ ଅଭିଯାନ ଆରମ୍ଭ ହୋଇଛି । ଓଡିଶାରେ ମଧ୍ୟ ଏହି ଅଭିଯାନ କ୍ରିୟାଶୀଳ ହେବାରେ ଲାଗିଛି । ମାତୃଭାଷାକୁ ଶୀର୍ଷରେ ପହଞ୍ଚାଇବା ସଙ୍କଳ୍ପ ଲାଗି ଆଶିଷ ମିଶ୍ରଙ୍କୁ ଓଡିଶାର ରାଜ୍ୟ ସଭାପତି ଭାବେ କାର୍ଯ୍ୟଭାର ଦିଆଯାଇଛି । ରାଜ୍ୟରେ ଓଡିଆକୁ ପ୍ରଥମ ଭାଷା ଓ ହୀନ୍ଦିକୁ ଦ୍ୱିତୀୟ ଭାଷା ଭାବେ ସମ୍ବୀଧାନିକ ଅଧିକାର ପ୍ରଦାନ ଲକ୍ଷ ରଖାଯାଇଥିବା ପ୍ରେସ୍ ବିବୃତ୍ତିରେ କୁହାଯାଇଛି।

 

Related story