ରାଜ୍ୟରେ ପୂର୍ବାନୁମାନ ଅପେକ୍ଷା ବହୁତ ତଳେ ରହିଛି ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ପୂର୍ବାନୁମାନ ଅପେକ୍ଷା ବହୁତ ତଳେ ରହିଛି ସଂକ୍ରମଣ । ରାଜ୍ୟରେ  ଅକ୍ସିଜେନେସନ୍ ବେଡ୍ ବଢାଇବାକୁ ଚେଷ୍ଟା ଚାଲିଛି । ସେ କହିଛନ୍ତି ଯେ, ଆମର ଟେଷ୍ଟିଂ କାପାସିଟି ବଢୁଛି । ଆମେ ଟାର୍ଗେଟେଡ୍ ସାମ୍ପଲିଂ କରାଉଛୁ । ଜାତୀୟ ହାରଠୁ ଆମର ସ୍ଥିତି ଭଲ ଅଛି, ସରକାରଙ୍କ ପଦକ୍ଷେପ ସୁଫଳ […]

Niranjan-Mishra

Niranjan-Mishra

Tapas Behera
  • Published: Wednesday, 12 May 2021
  • Updated: 12 May 2021, 05:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ପୂର୍ବାନୁମାନ ଅପେକ୍ଷା ବହୁତ ତଳେ ରହିଛି ସଂକ୍ରମଣ । ରାଜ୍ୟରେ  ଅକ୍ସିଜେନେସନ୍ ବେଡ୍ ବଢାଇବାକୁ ଚେଷ୍ଟା ଚାଲିଛି । ସେ କହିଛନ୍ତି ଯେ, ଆମର ଟେଷ୍ଟିଂ କାପାସିଟି ବଢୁଛି । ଆମେ ଟାର୍ଗେଟେଡ୍ ସାମ୍ପଲିଂ କରାଉଛୁ । ଜାତୀୟ ହାରଠୁ ଆମର ସ୍ଥିତି ଭଲ ଅଛି, ସରକାରଙ୍କ ପଦକ୍ଷେପ ସୁଫଳ ଦେଇଛି । କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧତ୍କ ଅଛି । ଲକଡାଉନ୍‌ ର ପ୍ରଭାବ ନିଶ୍ଚିତ ପଡ଼ିବ । ବ୍ଲାକ୍ ଫଙ୍ଗସ ନୂ ।ଆ ରୋଗ ନୁହେଁ । ଆଗରୁ ବି ଥିଲା । ତେବେ ତୃତୀୟ ଲହର ପାଇଁ ସତର୍କ ରହି ଟ୍ରାନ୍ସମିଶନ ଚେନ୍ ଭାଙ୍ଗିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ପରିଚୟ ପତ୍ର ନଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ। ସେଥିପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ, ସେଥିଲାଗି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର। ଏନେଇ ସେ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଏସିଏସ୍‌ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ ଟିକା ପାଇଁ ପଞ୍ଜିକରଣ କରିବାକୁ ହେଲେ ୭ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି। ହେଲେ ରାଜ୍ୟରେ ଏମିତି ବହୁ ବର୍ଗର ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ଏହି ପରିଚୟ ପତ୍ର ଗୁଡ଼ିକ ମଧ୍ୟରୁ କୌଣସିଟି ବି ନାହିଁ। କିନ୍ତୁ ସେମାନେ ବି କୋଭିଡ ସଂକ୍ରମିତ ହୋଇପାରନ୍ତି।

ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକାରୀ, ମାନସିକ ଚିକିତ୍ସା ଅନୁଷ୍ଠାନ ଏବଂ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି। ଏହି ବର୍ଗର ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଏସିଏସ୍‌ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story