ଶୀତରେ ଥରୁଛି କନ୍ଧମାଳ

କନ୍ଧମାଳ(ତ୍ରିନାଥ ସାହୁ): କିଛିଦିନ ହେବ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଶୀତ ସହିତ କୁହୁଡ଼ି ଯୋଗୁ ଜିଲ୍ଲାରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଗତକାଲି ଅପେକ୍ଷା ଆଜି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଆଜି ଫୁଲବାଣୀରେ ତାପମାତ୍ରା ୪.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୪ ଡିଗ୍ରୀ ରହିଛି। ଶୀତ ଯୋଗୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁହୁଡ଼ିର ଆସ୍ତରଣ ପଡ଼ିଥିବା ଦେଖାଯାଉଛି। ଯାହାକି ତୁଷାରପାତର ଭ୍ରମ ସୃଷ୍ଟି କରୁଛି। ଗତକାଲି ଜିଲ୍ଲାର […]

winter-123

winter-123

Jyoshna Pradhan
  • Published: Tuesday, 01 January 2019
  • Updated: 01 January 2019, 10:20 AM IST

Sports

Latest News

କନ୍ଧମାଳ(ତ୍ରିନାଥ ସାହୁ): କିଛିଦିନ ହେବ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଶୀତ ସହିତ କୁହୁଡ଼ି ଯୋଗୁ ଜିଲ୍ଲାରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଗତକାଲି ଅପେକ୍ଷା ଆଜି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଆଜି ଫୁଲବାଣୀରେ ତାପମାତ୍ରା ୪.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୪ ଡିଗ୍ରୀ ରହିଛି।

ଶୀତ ଯୋଗୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁହୁଡ଼ିର ଆସ୍ତରଣ ପଡ଼ିଥିବା ଦେଖାଯାଉଛି। ଯାହାକି ତୁଷାରପାତର ଭ୍ରମ ସୃଷ୍ଟି କରୁଛି। ଗତକାଲି ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୨.୮ ସେଲସିୟସ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos