ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶାରେ ଆଇପିଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ବରିଷ୍ଠ ଆଇପିଏସ୍‌ ଅଫିସର ଦେବାଶିଷ ପାଣିଗ୍ରାହୀ ହେଲେ ଏଡିଜି ଭିଜିଲାନ୍ସ। ସେହିପରି ସଜୟ ସିଂଙ୍କୁ ଆଇଜି ପର୍ସୋନେଲ ଓ ନରସିଂହ ଭୋଳଙ୍କୁ ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି।

govt

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 10:28 PM IST

Related story