ମାତିଲା ଶିଆଳ, ୬ ଜଣଙ୍କୁ ଆକ୍ରମଣ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କରଗୋଳା ଗାଁରେ ଶିଆଳ ଆତଙ୍କ ଦେଖାଦେଇଛି। ଗତକାଲି ଶିଆଳ  ଗୋଟିଏ ପିଲାକୁ ଆକ୍ରମଣ କରିବାକୁ ଗୋଡାଇଥିଲା । ପିଲାଟି ଦୌଡ଼ି ପଳାଇଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ମହିଳା ବାଡି ଦେଖାଇଥିଲେ। ମାତ୍ର ଶିଆଳ ତାଙ୍କୁ ଆକ୍ରମଣ କରିଥିଲା । ପରେ ଆଉ ୫ଜଣଙ୍କୁ ଶିଆଳ ଆକ୍ରମଣ କରିଥିବା ସୂଚନା ମିଳିଛି । ଆହତମାନେ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।   ଶିଆଳଟି ଜଳାତକ ରୋଗରେ ଆକ୍ରାନ୍ତ […]

jackel-1..1

jackel-1..1

Niharika Rout
  • Published: Wednesday, 11 September 2019
  • Updated: 11 September 2019, 08:51 AM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କରଗୋଳା ଗାଁରେ ଶିଆଳ ଆତଙ୍କ ଦେଖାଦେଇଛି। ଗତକାଲି ଶିଆଳ  ଗୋଟିଏ ପିଲାକୁ ଆକ୍ରମଣ କରିବାକୁ ଗୋଡାଇଥିଲା । ପିଲାଟି ଦୌଡ଼ି ପଳାଇଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ମହିଳା ବାଡି ଦେଖାଇଥିଲେ। ମାତ୍ର ଶିଆଳ ତାଙ୍କୁ ଆକ୍ରମଣ କରିଥିଲା ।

ପରେ ଆଉ ୫ଜଣଙ୍କୁ ଶିଆଳ ଆକ୍ରମଣ କରିଥିବା ସୂଚନା ମିଳିଛି । ଆହତମାନେ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।   ଶିଆଳଟି ଜଳାତକ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story