ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳା ସାମ୍ବାଦିକଙ୍କୁ ମାଡ଼

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ମହିଳା ସାମ୍ବାଦିକଙ୍କୁ ମାରପିଟ କରାଯାଉଥିବା ଦେଖିବାକୁ ମିଳିଛି। ରାଜ୍ୟ  ମହିଳା ଆୟୋଗର କ୍ୟାମ୍ପ କୋର୍ଟ ଆରମ୍ଭ ହେବା ପୂର୍ବରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ରେଜିଷ୍ଟ୍ରେସନକୁ ନେଇ ମହିଳା ସାମ୍ବାଦିକ ଓ ଆୟୋଗଙ୍କ ଷ୍ଟେନୋ ତ୍ରିଲୋଚନ ନାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତା’ପରେ ଦୁଇ ଜଣ  ହାତାହାତି ହୋଇଥିଲେ। ମହିଳା ଆୟୋଗର କର୍ମକର୍ତ୍ତା ପହଞ୍ଚି ବୁଝାଶୁଝା କରିଥିଲେ। ତେବେ ଏ ନେଇ କାହା ନାଁରେ ମାମଲା ରୁଜୁ କରାଯାଇ […]

jagatsingpur

Rakesh Mallick
  • Published: Wednesday, 29 June 2016
  • , Updated: 29 June 2016, 04:17 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ମହିଳା ସାମ୍ବାଦିକଙ୍କୁ ମାରପିଟ କରାଯାଉଥିବା ଦେଖିବାକୁ ମିଳିଛି। ରାଜ୍ୟ  ମହିଳା ଆୟୋଗର କ୍ୟାମ୍ପ କୋର୍ଟ ଆରମ୍ଭ ହେବା ପୂର୍ବରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ରେଜିଷ୍ଟ୍ରେସନକୁ ନେଇ ମହିଳା ସାମ୍ବାଦିକ ଓ ଆୟୋଗଙ୍କ ଷ୍ଟେନୋ ତ୍ରିଲୋଚନ ନାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତା’ପରେ ଦୁଇ ଜଣ  ହାତାହାତି ହୋଇଥିଲେ। ମହିଳା ଆୟୋଗର କର୍ମକର୍ତ୍ତା ପହଞ୍ଚି ବୁଝାଶୁଝା କରିଥିଲେ। ତେବେ ଏ ନେଇ କାହା ନାଁରେ ମାମଲା ରୁଜୁ କରାଯାଇ ନାହିଁ। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story