ଜଗତସିଂହପୁର: ମହାନଦୀରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗଜତସିଂହପୁର ଜିଲ୍ଲା ରାହାମା ଖୋସାଲପୁର ନିକଟସ୍ଥ ମହାନଦୀରେ ଗତକାଲି ଗାଧୋଉଥିବା ବେଳେ ଭାସି ଯାଇଥିବା ୨ ଜଣ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ରାହାମା କଲେଜର ଯୁକ୍ତଦୁଇ ଛାତ୍ର ସୌରୀ ରାଉତ ଏବଂ ସିଦ୍ଧୁ ପଲେଇ। ରାହାମା କଲେଜର ଅନ୍ୟ ଜଣେ ଛାତ୍ରଙ୍କ ସହ ଏମାନେ ଗତକାଲି ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ।

jspur

Rakesh Mallick
  • Published: Friday, 10 March 2017
  • , Updated: 10 March 2017, 01:32 PM IST

ଜଗତସିଂହପୁର: ଜଗଜତସିଂହପୁର ଜିଲ୍ଲା ରାହାମା ଖୋସାଲପୁର ନିକଟସ୍ଥ ମହାନଦୀରେ ଗତକାଲି ଗାଧୋଉଥିବା ବେଳେ ଭାସି ଯାଇଥିବା ୨ ଜଣ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ରାହାମା କଲେଜର ଯୁକ୍ତଦୁଇ ଛାତ୍ର ସୌରୀ ରାଉତ ଏବଂ ସିଦ୍ଧୁ ପଲେଇ।

ରାହାମା କଲେଜର ଅନ୍ୟ ଜଣେ ଛାତ୍ରଙ୍କ ସହ ଏମାନେ ଗତକାଲି ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ।

Related story