ଜଗତସିଂହପୁରରେ ତ୍ରୀମୁଖୀ ଲଢ଼େଇ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):ଆସନ୍ତା ୨୯ ତାରିଖରେ ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ହେବ ମତଦାନ। ୨୦୧୪ ନିର୍ବାଚନରେ ଜଗତସିଂହପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା ଏବଂ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ବିଜେଡିର ବିଷ୍ଣୁ ଦାସଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଏଥର ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି।  ଏଥର ହେଉଛି ତ୍ରିମୁଖୀ ଲଢେଇ।  ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଶାନ୍ତ ମୁଦୁଲିଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ […]

j1

j1

Tapas Behera
  • Published: Friday, 26 April 2019
  • Updated: 26 April 2019, 09:43 AM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):ଆସନ୍ତା ୨୯ ତାରିଖରେ ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ହେବ ମତଦାନ। ୨୦୧୪ ନିର୍ବାଚନରେ ଜଗତସିଂହପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା ଏବଂ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ବିଜେଡିର ବିଷ୍ଣୁ ଦାସଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଏଥର ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି।  ଏଥର ହେଉଛି ତ୍ରିମୁଖୀ ଲଢେଇ।  ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଶାନ୍ତ ମୁଦୁଲିଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର।

ଜଗତସିଂହପୁର ବିଧାନସଭା ଆସନରୁ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ନିର୍ବାଚିତ ହେବା ପରେ ବିରୋଧୀଦଳ ଉପନେତା ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାଛଡା ଓଡିଶା କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ରାଜ୍ୟସ୍ତରରେ ଓ ଜଗତସିଂହପୁର ଜିଲ୍ଳାରେ ଚିରଞ୍ଜୀବଙ୍କ ଦବଦବା ରହିଛି।

ଚଳିତବର୍ଷ କଂଗ୍ରେସ ତାଙ୍କୁ ଏଠାରେ ପ୍ରାର୍ଥୀ କରିଥିବା ବେଳେ ସେ ଏବଂ ତାଙ୍କ ସାନଭାଇ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ନିର୍ବାଚନମଣ୍ଡଳୀରେ ପ୍ରଚାର ମଙ୍ଗ ଧରିଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ଜଗତସିଂହପୁର ଜନସାଧାରଣଙ୍କ ସୁଖ ଦୁଖରେ ସାମିଲ ହୋଇଥିବାରୁ ଏଥର ମଧ୍ୟ ଲୋକମାନଙ୍କ ଆଶୀର୍ବାଦ ମିଳିବ ବୋଲି ଚିରଞ୍ଜୀବ ଆଶାବ୍ୟକ୍ତ କରିଛନ୍ତି।

୨୦୧୪ ନିର୍ବାଚନରେ ମାତ୍ର ୨ ହଜାର ୮୮୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ଏଠାରେ ହାରିଯାଇଥିଲେ ମଧ୍ୟ କଂଗ୍ରେସ ହାତରୁ ପୁଣିଥରେ ଏହି ଆସନକୁ ଛଡାଇ ନେବାକୁ ଉଦ୍ୟମ ଜାରି ରଖିଛି ।  ଏଥର ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ବାଲିକୁଦା-ଏରସମାର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ମଇଦାନକୁ ଆଣିଛି। ଜଗତସିଂହପୁରରେ ଥିବା ବିଜେଡିର ଦୃଢ ସଂଗଠନକୁ ନେଇ ସେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି।

ସେପଟେ ବିଜେପି ବି ପଛରେ ପଡିନି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ମହାପାତ୍ର ବିଜେପିରେ ଯୋଗଦେବା ପରେ ଦଳ ଏଠାରେ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଛି। ସେ ଏବେ ବିଜେପି ଜିଲ୍ଳା ସଭାପତି ଅଛନ୍ତି।  ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ସମସ୍ତ ୪୬ଟି ପଞ୍ଚାୟତରେ ପ୍ରଚାର ସାରି ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ପୈାରାଞ୍ଚଳରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସେ। ମୋଦି ଲହର ଏବଂ ପରିବର୍ତ୍ତନର ହାଓ୍ୱା ବହୁଥିବାରୁ ସେ ନିର୍ବାଚନରେ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story