ବିଷ୍ଣୁ ଦାସଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ଜଗତସିଂହପୁର: “୨୦୧୯ ନିର୍ବାଚନରେ ବିଜେଡି ଜଗତସିଂହପୁର ଜିଲ୍ଲାରେ ୪ଟି ବିଧାନସଭା ଓ ଗୋଟିଏ ଲୋକସଭାରେ ବିଜୟୀ ହେବ।” ‘କଲ୍ଲୋଳ’ ଭଳି ଏକ ସାଂସ୍କୃତିକ ମହୋତ୍ସବରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଏପରି ରାଜନୈତିକ ମନ୍ତବ୍ୟ ଦେଇଥିଲେ। ଯାହାକୁ ଜିଲ୍ଲା କଂଗ୍ରେସ ବିରୋଧ କରିଛି। ଏହାର ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଆଜି ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ଯାଇ ଥିଲେ। କର୍ମୀମାନେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଷ୍ଣୁ ଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

Jagatsinghpur politics

Rakesh Mallick
  • Published: Tuesday, 04 April 2017
  • , Updated: 04 April 2017, 06:04 PM IST

Related story