ଯଜମାନୀରୁ କୋଟିପତି

ଭୁବନେଶ୍ୱର: ବେଶ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ଥିଲା ସୁରେନ୍ଦ୍ର ମିଶ୍ରଙ୍କର । ଭଙ୍ଗା ସାଇକେଲରୁ ପୁରୋହିତ କାମ ଆରମ୍ଭ କରିଥିବା ସୁରେନ୍ଦ୍ର ଅଳ୍ପ କିଛି ବର୍ଷରେ କୋଟି କୋଟି ଟଙ୍କାର ମାଲିକ ବନି ଯାଇଥିଲେ । କେଉଁଠୁ ଆସିଲା ସୁର ବାବାଙ୍କ ପାଖକୁ ଏତେ ପରିମାଣର ଟଙ୍କା ତାହା ଏବେ ତଦନ୍ତ ସାକ୍ଷେପ । ସୁରେନ୍ଦ୍ର ବିଳାସପୂର୍ଣ୍ଣ ଜୀବନ ବିତାଉ ଥିଲେ । ଲକ୍ଷ ଲକ୍ଷ ଟଙ୍କ। ଖର୍ଚ୍ଚ କରି ଆଶ୍ରମ ପରିସରରେ ସୁରେନ୍ଦ୍ରଙ୍କ ପାଇଁ ପୋଖରୀ […]

sura

sura

Rakesh Mallick
  • Published: Monday, 31 August 2015
  • Updated: 31 August 2015, 03:02 PM IST

Sports

Latest News

ଭୁବନେଶ୍ୱର: ବେଶ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ଥିଲା ସୁରେନ୍ଦ୍ର ମିଶ୍ରଙ୍କର । ଭଙ୍ଗା ସାଇକେଲରୁ ପୁରୋହିତ କାମ ଆରମ୍ଭ କରିଥିବା ସୁରେନ୍ଦ୍ର ଅଳ୍ପ କିଛି ବର୍ଷରେ କୋଟି କୋଟି ଟଙ୍କାର ମାଲିକ ବନି ଯାଇଥିଲେ । କେଉଁଠୁ ଆସିଲା ସୁର ବାବାଙ୍କ ପାଖକୁ ଏତେ ପରିମାଣର ଟଙ୍କା ତାହା ଏବେ ତଦନ୍ତ ସାକ୍ଷେପ । ସୁରେନ୍ଦ୍ର ବିଳାସପୂର୍ଣ୍ଣ ଜୀବନ ବିତାଉ ଥିଲେ । ଲକ୍ଷ ଲକ୍ଷ ଟଙ୍କ। ଖର୍ଚ୍ଚ କରି ଆଶ୍ରମ ପରିସରରେ ସୁରେନ୍ଦ୍ରଙ୍କ ପାଇଁ ପୋଖରୀ ଖାଳାଯାଇଥିଲା । ଏଥିରେ ସୁରେନ୍ଦ୍ର ନୌବିହାରର କରୁଥିଲେ । ଜମି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କ। ରୋଜଗାର କରିଥିଲେ ସୁରେନ୍ଦ୍ର ଓ ତାଙ୍କ ପରିବାର। ଆଶ୍ରମ ପରିସରରେ ସୃଷ୍ଟି ହୋଇଥିଲା ତ୍ରାହି ଅଚ୍ୟୁତ ନଗର।sura

ଆଶ୍ରମ ପରିସରରେ ଥିବା ପୋଖରୀରେ ସନ୍ଧ୍ୟାରେ ସୁରେନ୍ଦ୍ର କରୁଥିଲେ ନୌବିହାର । ଖାଲି ସେତିକି ନୁହେଁ, ପୋଖରୀ ଚାରିପଟେ ଟୟଟ୍ରେନ ବୁଲୁ ଥିଲା । ଲକ୍ଷ ଲକ୍ଷ ଟଙ୍କ। ଖର୍ଚ୍ଚରେ ନିର୍ମାଣ ହୋଇଛି ଏହି ନୌବିହାର। ୱାଟର ପ୍ୟୁରିଫ।ୟର ବି ଏଥିରେ ଲାଗିଛି । ଆଶ୍ରମ ଭିତରେ ରହିଛି ୫ରୁ ଅଧିକ ବିରାଟ ମନ୍ଦିର। ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ଯଜ୍ଞମଣ୍ଡପ । ଏହି ସବୁ ମନ୍ଦିର ପାଇଁ ଲକ୍ଷ ଲକ୍ଷ ଟଙ୍କ। ଖର୍ଚ୍ଚ ହୋଇଥିଲା। ସେପଟେ ଆଶ୍ରମର ଆୟର ମାଧ୍ୟମ ଥିଲା ପ୍ରତି ଲୋକଙ୍କଠାରୁ ଟିକେଟ୍ ବାବଦରେ ଆଦାୟ ହେଉଥିବା ୧୫ ଟଙ୍କ। । ତେବେ କୋଟି କୋଟି ଟଙ୍କ। ଆସିଲା କେଉଁଠି, କିଭଳି ନିର୍ମାଣ ହେଲା ସୁର ସାମ୍ରାଜ୍ୟ। ଆଉ ଏହି ବଡ଼ ବିଲ୍ଡିଂରେ ରହୁଥିଲେ ନିଜେ ସୁରେନ୍ଦ୍ର । ଯେଉଁଠି ଥିଲା ସବୁ ଅତ୍ୟାଧୁନିକ ବ୍ୟବସ୍ଥା।sura-1

ଆଶ୍ରମ ମଧ୍ୟରେ ଥିବା ଅଚ୍ୟୁତ ନଗର ସହରଠାରୁ କମ ଗୁଣରେ ନ ଥିଲା । ସବୁ ଘରର ରଙ୍ଗ ରହିଛି ଧଳା ଓ ଲାଲ୍। ସୁରେନ୍ଦ୍ର ଜମି ବିକ୍ରି କରିଥିଲେ ଆଉ ଲୋକ ସେଠାରେ ଘର କରି ରହୁଥିଲେ । ଏହି ଅଚ୍ୟୁତ ନଗରରେ ରହିଛି ମାର୍କେଟ୍ କମ୍ପ୍ଲେକ୍ସ ଓ ରହିବା ପାଇଁ ଲଜ୍ । ଖାଲି ସେତିକି ନୁହେଁ, ସୁରେନ୍ଦ୍ରଙ୍କ ଥିଲା ନିଜସ୍ୱ ସୁରକ୍ଷା ବାହିନୀ। ଯାହା ରେଡ୍ ବାହିନୀ ଭାବେ ଜଣାଶୁଣି। ଏଥିରେ ୫୦ରୁ ଅଧିକ ସଦସ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story