ଚିନ୍ତା ବଢ଼ାଇଲେ ୧୪୬ ଓ ୧୫୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୪୬ ନମ୍ବର କରୋନା ଆକ୍ରାନ୍ତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ଦେଇଥିବା ଟ୍ରାଭେଲ ବିବରଣୀରୁ ମିଳିଥିବା ତଥ୍ୟ ଅନୁସାରେ, ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ ୧୪୬ ନମ୍ୱର ଆକ୍ରାନ୍ତ। ମାର୍ଚ୍ଚ ୨୧ ତାରିଖରେ ଟ୍ରେନ୍‌ରେ କୋଲକାତାରୁ ଫେରିଥିଲେ। ଜେକେ ରୋଡ୍ ଷ୍ଟେସନ୍‌ରେ ଓହ୍ଲାଇ ସେ ଭଡ଼ା ଗାଡ଼ିରେ ଯାଇଥିଲେ। ଅନ୍ୟ ୧୧ ଜଣଙ୍କ ସହ ଯାଜପୁର ଟାଉନ୍‌ ଆସିବା ପରେ ଚାଲି ଚାଲି ବିରଜାପୁରସ୍ଥିତ ନିଜ ଘରକୁ […]

corona

corona

Manoranjan Sial
  • Published: Monday, 04 May 2020
  • Updated: 04 May 2020, 11:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୪୬ ନମ୍ବର କରୋନା ଆକ୍ରାନ୍ତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ଦେଇଥିବା ଟ୍ରାଭେଲ ବିବରଣୀରୁ ମିଳିଥିବା ତଥ୍ୟ ଅନୁସାରେ, ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ ୧୪୬ ନମ୍ୱର ଆକ୍ରାନ୍ତ। ମାର୍ଚ୍ଚ ୨୧ ତାରିଖରେ ଟ୍ରେନ୍‌ରେ କୋଲକାତାରୁ ଫେରିଥିଲେ। ଜେକେ ରୋଡ୍ ଷ୍ଟେସନ୍‌ରେ ଓହ୍ଲାଇ ସେ ଭଡ଼ା ଗାଡ଼ିରେ ଯାଇଥିଲେ। ଅନ୍ୟ ୧୧ ଜଣଙ୍କ ସହ ଯାଜପୁର ଟାଉନ୍‌ ଆସିବା ପରେ ଚାଲି ଚାଲି ବିରଜାପୁରସ୍ଥିତ ନିଜ ଘରକୁ ଯାଇଥିଲେ। ଲକ୍‌ଡାଉନ୍‌ରେ ଘରେ ରହିବା ସମୟରେ ବିଭିନ୍ନ ଦୋକାନକୁ ଯାଇଥିଲେ। ଟ୍ରାଭେଲ ହିଷ୍ଟ୍ରୀକୁ ଦେଖି ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ମେ’ ୧ ତାରିଖରେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

ସେହିପରି ୧୫୫ ନମ୍ବର ଆକ୍ରାନ୍ତ ଯାଜପୁର ବରୀର ୪୮ ବର୍ଷୀୟ ବ୍ୟକ୍ତି। ସେ କୋଲକତା ଫେରନ୍ତା ଘରେ ରହିଥିଲେ। ସେ ସମ୍ପର୍କୀୟଙ୍କ ଏକାଦଶାହ ଭୋଜିରେ ଯୋଗ ଦେଇଥିଲେ। ଗାଁରେ ଡିଲରଙ୍କଠୁ ପିଡିଏସ୍ ଚାଉଳ ଆଣିଥିଲେ। ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ୧୫୮ ଓ ୧୫୯ ନମ୍ବର ଆକ୍ରାନ୍ତ ଗଞ୍ଜାମର ଦୁଇ ଯୁବକ ସୁରତ ଫେରନ୍ତା। ସେମାନେ ବସ୍‌ରେ ସୁରତରୁ ୫୦ରୁ ଅଧିକ ଯାତ୍ରୀଙ୍କ ସହ ଆସିଥିଲେ। ଖାଦ୍ୟ ପାଇଁ ବାହାରକୁ ବିଭିନ୍ନ ସମୟରେ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story