ଯାଜପୁର:ୱାର୍ଡ ମେମ୍ବର ସ୍ୱାମୀଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାପୁର ଥାନା ରତଳାଙ୍କ ଯୁପି ସ୍କୁଲ ପରିସରରରୁ ସ୍ଥାନୀୟ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ପ୍ରମୋଦ ମଲ୍ଲିକ। ପ୍ରମୋଦ ଗତ ୧୧ ତାରିଖରୁ ନିଖୋଜ ଥିଲେ। ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପତ୍ନୀ ଅଭିଯୋଗ କରିଛନ୍ତି। ପଞ୍ଚାୟତ ନିର୍ବାଚନକୁ ନେଇ ସେ ଗ୍ରାମରେ  କେତୋଟି ସଭାର ଆୟୋଜନ କରିଥିଲେ। ଏହାକୁ ନେଇ କିଛି ଦଳ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା ବୋଲି ତାଙ୍କ […]

jajpur

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 06:39 PM IST

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାପୁର ଥାନା ରତଳାଙ୍କ ଯୁପି ସ୍କୁଲ ପରିସରରରୁ ସ୍ଥାନୀୟ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ପ୍ରମୋଦ ମଲ୍ଲିକ।

ପ୍ରମୋଦ ଗତ ୧୧ ତାରିଖରୁ ନିଖୋଜ ଥିଲେ। ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପତ୍ନୀ ଅଭିଯୋଗ କରିଛନ୍ତି। ପଞ୍ଚାୟତ ନିର୍ବାଚନକୁ ନେଇ ସେ ଗ୍ରାମରେ  କେତୋଟି ସଭାର ଆୟୋଜନ କରିଥିଲେ। ଏହାକୁ ନେଇ କିଛି ଦଳ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା ବୋଲି ତାଙ୍କ ପତ୍ନୀ କହିଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Related story