ପୁଲିସ ନା ଗୁଣ୍ତା !

  • Published: Thursday, 19 January 2023
  • , Updated: 19 January 2023, 06:01 PM IST
ସାମ୍ବାଦିକଙ୍କୁ ଆଇଆଇସିଙ୍କ ଧମକ, କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ ଖୁଲମଖୁଲା ଧମକ ଦେଇଛନ୍ତି ଯାଜପୁର ଥାନା ଆଇଆଇସି ଅଜୟ ଜେନା। ସାମ୍ବାଦିକଙ୍କୁ ଧମକ ଦେଇ ଆଇଆଇସି କହିଲେ ‘ମାରିକି ଶୁଆଇ ଦେବି’ ବୋଲି।

Related story