ଯାଜପୁର: ନଦୀରେ ପଡିଲା କାର, ୨ ମୃତ, ଜଣେ ନିଖୋଜ

ଯାଜପୁର: ଯାଜପୁର ଜିଲ୍ଲା ବରିରେ ନଦୀ ଭିତରେ କାର୍ ଖସିପଡି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଆଜି ସକାଳେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଜଣେ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ  ଦମକଳ ବାହିନୀ ଓ ପୋଲିସ ଉଦ୍ୟମ ଜାରି ରଖିଛନ୍ତି। ଗୁରୁବାର ସଂଧ୍ୟାରେ ବରି ବ୍ଲକ ଖେମେଶ୍ୱର ଗାଁର ୪ଜଣ ଯୁବକ ଏକ କାରରେ ବରି ମାଉଣ୍ଟକୁ ଯିବା ବେଳେ ବାଲିବିଲ ନିକଟରେ କାରଟି ନୁଆ […]

jajpur

jajpur

Rakesh Mallick
  • Published: Friday, 18 September 2015
  • Updated: 18 September 2015, 03:01 AM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ବରିରେ ନଦୀ ଭିତରେ କାର୍ ଖସିପଡି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଆଜି ସକାଳେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଜଣେ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ  ଦମକଳ ବାହିନୀ ଓ ପୋଲିସ ଉଦ୍ୟମ ଜାରି ରଖିଛନ୍ତି। ଗୁରୁବାର ସଂଧ୍ୟାରେ ବରି ବ୍ଲକ ଖେମେଶ୍ୱର ଗାଁର ୪ଜଣ ଯୁବକ ଏକ କାରରେ ବରି ମାଉଣ୍ଟକୁ ଯିବା ବେଳେ ବାଲିବିଲ ନିକଟରେ କାରଟି ନୁଆ ନଦୀ ଭିତରେ ଖସିପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story