କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ସରିଛି

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ କେଳେଙ୍କାରୀରେ ସର୍ବସ୍ୱାନ୍ତ ହୋଇଥିବା ଜମାକାରୀଙ୍କ ମଧ୍ୟରୁ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ସରିଛି। ୧୦ ହଜାର ଟଙ୍କାରୁ କମ୍‌ ଜମାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଜମାକାରୀଙ୍କୁ ଚିହ୍ନଟ ପାଇଁ ୪୦ରୁ ଅଧିକ କମ୍ପାନୀଙ୍କୁ ନୋଟିସ୍‌ ଜାରି କରିଛନ୍ତି ଜଷ୍ଟିସ୍ ଏମ୍‌ଏମ୍‌ ଦାସ କମିଶନ। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ କମିଶନଙ୍କ ନିକଟରେ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିବା ପାଇଁ ଏ ସବୁ କମ୍ପାନୀମାନଙ୍କୁ ନୋଟିସ୍ ହୋଇଛି।

chit

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 02:16 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ କେଳେଙ୍କାରୀରେ ସର୍ବସ୍ୱାନ୍ତ ହୋଇଥିବା ଜମାକାରୀଙ୍କ ମଧ୍ୟରୁ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ସରିଛି। ୧୦ ହଜାର ଟଙ୍କାରୁ କମ୍‌ ଜମାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଜମାକାରୀଙ୍କୁ ଚିହ୍ନଟ ପାଇଁ ୪୦ରୁ ଅଧିକ କମ୍ପାନୀଙ୍କୁ ନୋଟିସ୍‌ ଜାରି କରିଛନ୍ତି ଜଷ୍ଟିସ୍ ଏମ୍‌ଏମ୍‌ ଦାସ କମିଶନ।

ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ କମିଶନଙ୍କ ନିକଟରେ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିବା ପାଇଁ ଏ ସବୁ କମ୍ପାନୀମାନଙ୍କୁ ନୋଟିସ୍ ହୋଇଛି।

Related story