ଜମି ହଡ଼ପ ପ୍ରସଙ୍ଗ: ତ୍ରାହି ଅଚ୍ୟୁତ ଆଶ୍ରମକୁ ୭ ଦିନ ସମୟ ଦେଲେ ତହସିଲଦାର

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତ୍ରାହି ଅଚ୍ୟୁତ ଆଶ୍ରମ ଜମି ଜବରଦଖଲ ଅଭିଯୋଗ ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହୋଇନାହାନ୍ତି ଆଶ୍ରମ ମୁଖ୍ୟ ସୁରେନ୍ଦ୍ର ମିଶ୍ର। ବାଲିଅନ୍ତା ତହସିଲଦାରଙ୍କ ନିକଟରେ ସୁରେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ଓକିଲ ହାଜିର ହୋଇଥିଲେ ଓ କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ ପାଇଁ  ଆଶ୍ରମ କର୍ତ୍ତୃପକ୍ଷ ୧୫ ଦିନ ସମୟ ମାଗିଥିଲେ। ତେବେ ତହସିଲଦାର ସେମାନଙ୍କୁ ୭ ଦିନ ସମୟ ପ୍ରଦାନ କରିଛନ୍ତି। ୫୦୦ ଡିସିମିଲ ଗୋଚର ଜାଗାକୁ ଆଶ୍ରମ କର୍ତ୍ତୃପକ୍ଷ ଜବରଦଖଲ […]

traheeachyuta

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 01:46 PM IST

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତ୍ରାହି ଅଚ୍ୟୁତ ଆଶ୍ରମ ଜମି ଜବରଦଖଲ ଅଭିଯୋଗ ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହୋଇନାହାନ୍ତି ଆଶ୍ରମ ମୁଖ୍ୟ ସୁରେନ୍ଦ୍ର ମିଶ୍ର। ବାଲିଅନ୍ତା ତହସିଲଦାରଙ୍କ ନିକଟରେ ସୁରେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ଓକିଲ ହାଜିର ହୋଇଥିଲେ ଓ କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ ପାଇଁ  ଆଶ୍ରମ କର୍ତ୍ତୃପକ୍ଷ ୧୫ ଦିନ ସମୟ ମାଗିଥିଲେ। ତେବେ ତହସିଲଦାର ସେମାନଙ୍କୁ ୭ ଦିନ ସମୟ ପ୍ରଦାନ କରିଛନ୍ତି। ୫୦୦ ଡିସିମିଲ ଗୋଚର ଜାଗାକୁ ଆଶ୍ରମ କର୍ତ୍ତୃପକ୍ଷ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏହି ଜବରଦଖଲ ଜମି ଉପରେ ଆଶ୍ରମକୁ ରାସ୍ତା, ଦାତବ୍ୟ ଚିକିତ୍ସାଳୟ ଓ ପୋଷ୍ଟ ଅଫିସ୍ ଆଦି ନିର୍ମାଣ କରାଯାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି ତହସିଲଦାର।

Related story