ଜଙ୍ଗଲ ବିଭାଗର ନିର୍ମାଣଧୀନ କୋଠାରୁ ପଡି ଜଣେ ଶ୍ରମିକ ମୃତ

ନୟାଗଡ: ନୟାଗଡ ଓଡଗାଁ ଛକରେ ନିର୍ମାଣଧୀନ ଜଙ୍ଗଲ ବିଭାଗର କୋଠାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଉଛନ୍ତି ବାଲୁଗାଁର ସତ୍ୟବାନ ଗଡୁ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ନୟାଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

nayagada

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 03:16 AM IST

Related story