ଗଞ୍ଜାମ: ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜେଇ: ଗଞ୍ଜ।ମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକରୁ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । କପିଳେଶ୍ୱର ଶାସନର ନୀଳମଣି ସାହୁଙ୍କ ଘରେ ଶୁକ୍ରବାର ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଚଢାଉ କରିଥିଲା । ଚଢାଉ ବେଳେ ୭୦ କିଲୋ ଗଞ୍ଜେଇ ଓ ସାଢେ଼ ୨୭ କିଲୋ ଅଫିମ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ । […]

ganjei

Rakesh Mallick
  • Published: Saturday, 13 June 2015
  • , Updated: 13 June 2015, 02:47 AM IST

ଗଞ୍ଜେଇ: ଗଞ୍ଜ।ମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକରୁ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । କପିଳେଶ୍ୱର ଶାସନର ନୀଳମଣି ସାହୁଙ୍କ ଘରେ ଶୁକ୍ରବାର ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଚଢାଉ କରିଥିଲା । ଚଢାଉ ବେଳେ ୭୦ କିଲୋ ଗଞ୍ଜେଇ ଓ ସାଢେ଼ ୨୭ କିଲୋ ଅଫିମ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ । ବେଆଇନ ଗଞ୍ଜେଇ ଓ ଅଫିମ ରଖିଥିବା ଅଗିଯୋଗରେ ନୀଳମଣିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଗକୁ ଏପରି ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Related story