ଝାରସୁଗୁଡ଼ା: ଇବ୍ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଇବ୍ ନଦୀରେ ବୁଡି ୨ ଯୁବକଙ୍କ ମୃତ୍ୟୁ ହୋଇଛି। ପଞ୍ଚପଡ଼ାଠାରେ ସେମାନଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଝାରସୁଗୁଡ଼ା ବେହେରାମାଳ ଅଞ୍ଚଳର ପଭେଜ ହୁସେନ ଏବଂ ଆୟୁଷ ବେହେରା ବୋଲି ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ଗାଧୋଇବାକୁ ଯାଇ ସେମାନେ ନିଖୋଜ ଥିଲେ। ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହ ସେମାନେ ଗାଧୋଇବାକୁ ଯାଇଥିଲେ। ତେବେ ୨ ଜଣ ଫେରିଆସିଥିବା ବେଳେ ଏମାନେ ନଦୀରେ  ବୁଡି ଯାଇଥିଲେ। ଆଜି ସକାଳୁ ପୋଲିସ […]

vlcsnap-2015-09-14-09h28m52s541

vlcsnap-2015-09-14-09h28m52s541

Rakesh Mallick
  • Published: Monday, 14 September 2015
  • Updated: 14 September 2015, 04:04 AM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଇବ୍ ନଦୀରେ ବୁଡି ୨ ଯୁବକଙ୍କ ମୃତ୍ୟୁ ହୋଇଛି। ପଞ୍ଚପଡ଼ାଠାରେ ସେମାନଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଝାରସୁଗୁଡ଼ା ବେହେରାମାଳ ଅଞ୍ଚଳର ପଭେଜ ହୁସେନ ଏବଂ ଆୟୁଷ ବେହେରା ବୋଲି ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ଗାଧୋଇବାକୁ ଯାଇ ସେମାନେ ନିଖୋଜ ଥିଲେ। ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହ ସେମାନେ ଗାଧୋଇବାକୁ ଯାଇଥିଲେ। ତେବେ ୨ ଜଣ ଫେରିଆସିଥିବା ବେଳେ ଏମାନେ ନଦୀରେ  ବୁଡି ଯାଇଥିଲେ। ଆଜି ସକାଳୁ ପୋଲିସ ସେମାନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ପୋଲିସ ସନ୍ଦେହରେ ଅନ୍ୟ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story