ଜଟଣୀରେ ଜିରୋ ନାଇଟ୍‌, ଝୁମିଲେ ‘ବିଦେଶୀ ଓଡ଼ିଆ’

ଖୋର୍ଦ୍ଧା (ବଳରାମ ଲେଙ୍କା): ଯେଉଁ ମାଟି ପୂର୍ବଜଙ୍କ କର୍ମଭୂମି ଥିଲା। ଆଜି ସେହି ମାଟି ଟାଣି ଆଣିଛି କିଛି ବିଦେଶୀଙ୍କୁ। ସାତ ଦରିଆ ତେର ନଈ ପାର ହୋଇ ନୂଆ ବର୍ଷ ପାଳନ କରିବାକୁ ଏମାନେ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଜଟଣୀକୁ। ଆଉ ଧୁମ୍‌ଧାମରେ ଜିରୋ ନାଇଟ୍ ସେଲିବ୍ରେସନ କରିଛନ୍ତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ଜଟଣୀ ଟାଉନ ହଲ୍‌ରେ ଏକାଠି ହୋଇଥିଲେ ସମସ୍ତେ। କିଏ କ୍ୟାନାଡାରୁ ଆସିଥିଲା ତ କିଏ ଇଂଲଣ୍ଡରୁ। ଆଉ କିଏ ଆସିଥିଲା […]

angolo-indian

angolo-indian

Jyoshna Pradhan
  • Published: Tuesday, 01 January 2019
  • Updated: 01 January 2019, 06:45 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଯେଉଁ ମାଟି ପୂର୍ବଜଙ୍କ କର୍ମଭୂମି ଥିଲା। ଆଜି ସେହି ମାଟି ଟାଣି ଆଣିଛି କିଛି ବିଦେଶୀଙ୍କୁ। ସାତ ଦରିଆ ତେର ନଈ ପାର ହୋଇ ନୂଆ ବର୍ଷ ପାଳନ କରିବାକୁ ଏମାନେ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଜଟଣୀକୁ। ଆଉ ଧୁମ୍‌ଧାମରେ ଜିରୋ ନାଇଟ୍ ସେଲିବ୍ରେସନ କରିଛନ୍ତି।

ଜିରୋ ନାଇଟ ସେଲିବ୍ରେସନ ପାଇଁ ଜଟଣୀ ଟାଉନ ହଲ୍‌ରେ ଏକାଠି ହୋଇଥିଲେ ସମସ୍ତେ। କିଏ କ୍ୟାନାଡାରୁ ଆସିଥିଲା ତ କିଏ ଇଂଲଣ୍ଡରୁ। ଆଉ କିଏ ଆସିଥିଲା ଅଷ୍ଟ୍ରେଲିଆରୁ। ଯେଉଁ ମାଟିରେ ଏମାନେ ଜନ୍ମ ହୋଇଥିଲେ ଓ ଯେଉଁ ମାଟିରେ ଏମାନଙ୍କ ପୂର୍ବଜଙ୍କ କର୍ମଭୂମି ଥିଲା, ଆଜି ସେହି ମାଟି ଏମାନଙ୍କୁ ଏକାଠି କରିଛି। ବଡ଼ଦିନ ଓ ନୂଆବର୍ଷରେ ଏମାନେ ଧାଇଁ ଆସନ୍ତି ଏଠାକୁ। ଆଉ ତା’ପରେ ରାତିସାରା କିଏ ବ୍ୟାଣ୍ଡର ତାଳେ ତାଳେ ନାଚିଛି ତ ଆଉ କିଏ ଡାନ୍ସରେ ଝୁମିଛି।

ସେମାନଙ୍କ ପୂର୍ବଜମାନେ ବେଙ୍ଗଲ-ନାଗପୁର ରେଳବାଇ ଅଧୀନ ଜଟଣୀ ଜଙ୍କସନରେ ଚାକିରି କରୁଥିଲେ। ତା'ରି ସ୍ମୃତିରେ ପ୍ରତି ବର୍ଷ ଆଙ୍ଗ୍ଲୋ-ଇଣ୍ଡିଆନ ସୋସାଇଟି ପକ୍ଷରୁ ନୂଆବର୍ଷ ଅବସରରେ ଆୟୋଜିତ ହୋଇ ଆସୁଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ୨୦୦ରୁ ଅଧିକ ବିଦେଶୀ। ଇଂଲିଶ ବ୍ୟାଣ୍ଡର ତାଳେ ତାଳେ ହୋଇଥିଲା ନୃତ୍ୟ ଗୀତ। ଏହି ଅବସରରେ ସୁନ୍ଦରୀ ପ୍ରତିଯୋଗିତା ବି ଆୟୋଜନ କରାଯାଇଥିଲା। କ୍ୟାମ୍ପ ଫାୟାର ସହିତ ବାଣ ଫୁଟାଇ ଜିରୋ ନାଇଟ୍ ସେଲିବ୍ରେସନ କରିଛନ୍ତି ସେମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story