ଯାତ୍ରୀ ବିଶ୍ରାମଗାରକୁ ଧକ୍କା ଦେଲା ଭ୍ୟାନ,୨ମହିଳାଙ୍କ ମୃତ୍ୟୁ

ନାରାୟଣପାଟଣା: ନାରାୟଣପାଟଣା ବନ୍ଧୁଗାଁ କାତୁଲପେଟାରେ ଆଜି ଅଭାବନୀୟ ଘଟଣା ଘଟିଛି। ଯାତ୍ରୀ ବିଶ୍ରାମଗାରକୁ ଏକ ପିକଅପ୍‌ ଭ୍ୟାନ ଧକ୍କା ଦେବା ଫଳରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି।ଭୁଶୁଡି ପଡ଼ିଥିବା ଘରେ କିଛି ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ଭ୍ୟାନରେ ଥିବା ୨ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

accident

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 05:14 PM IST

Related story