ଏପ୍ରିଲ୍ ୮ରେ ଜେଇଇ ମେନ୍ ପରୀକ୍ଷା

ଭୁବନେଶ୍ୱର: ଏପ୍ରିଲ୍ ୮ରେ  ଅନୁଷ୍ଠିତ ହହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ପରୀକ୍ଷା। ଏ ନେଇ ଜେଇଇ ୱେବସାଇଟ୍‌ରେ ସୂଚନା ଦିଆ ଯାଇଛି। ଡିସେମ୍ବର ୧ରୁ ଅନ୍‌ଲାଇନ୍‌ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ୧ ଜାନୁଆରୀ ୨୦୧୮ ଅନଲାଇନ୍ ଆବେଦନର ଶେଷ ତାରିଖ ରହିଛି।  ଏପ୍ରିଲ୍ ୮ରେ  ଅନୁଷ୍ଠିତ ହେବ ଜେଇଇ ମେନ୍ ଅଫଲାଇନ୍ ପରୀକ୍ଷା। ତେବେ ଯେଉଁ ଛାତ୍ରଛାତ୍ରୀ ଅନଲାଇନ୍ ପାଇଁ ଆବେଦନ କରିଥିବେ, ସେମାନେ ଏପ୍ରିଲ୍ ୧୫ ଓ ୧୬ରେ […]

exam-results

exam-results

Rakesh Mallick
  • Published: Friday, 24 November 2017
  • Updated: 24 November 2017, 02:01 AM IST

Sports

Latest News

ଭୁବନେଶ୍ୱର: ଏପ୍ରିଲ୍ ୮ରେ  ଅନୁଷ୍ଠିତ ହହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ପରୀକ୍ଷା। ଏ ନେଇ ଜେଇଇ ୱେବସାଇଟ୍‌ରେ ସୂଚନା ଦିଆ ଯାଇଛି। ଡିସେମ୍ବର ୧ରୁ ଅନ୍‌ଲାଇନ୍‌ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ୧ ଜାନୁଆରୀ ୨୦୧୮ ଅନଲାଇନ୍ ଆବେଦନର ଶେଷ ତାରିଖ ରହିଛି।  ଏପ୍ରିଲ୍ ୮ରେ  ଅନୁଷ୍ଠିତ ହେବ ଜେଇଇ ମେନ୍ ଅଫଲାଇନ୍ ପରୀକ୍ଷା। ତେବେ ଯେଉଁ ଛାତ୍ରଛାତ୍ରୀ ଅନଲାଇନ୍ ପାଇଁ ଆବେଦନ କରିଥିବେ, ସେମାନେ ଏପ୍ରିଲ୍ ୧୫ ଓ ୧୬ରେ ପରୀକ୍ଷା ଦେବେ ବୋଲି ସୂଚନା ଦିଆଯାଇଛି।

ଏଥିପାଇଁ ଆସନ୍ତା ଡିସେମ୍ବର ୧ରୁ ୨୦୧୮ ଜାନୁଆରି ୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ‘www.jeemain.nic.in’ରେ ଆବେଦନ କରିପାରିବେ। ମୁଖ୍ୟତଃ ଏପ୍ରିଲ ୮ରେ ଅଫ୍‌ ଲାଇନ୍‌ ଏବଂ ଏପ୍ରିଲ ୧୫ ଓ ୧୬ରେ ଅନ୍‌ଲାଇନ୍‌ରେ ପରୀକ୍ଷା ହେବ। ଅଫ୍‌ ଲାଇନ୍‌ ପରୀକ୍ଷା ଦୁଇଟି ସିଟିଂ ତଥା ପୂର୍ବାହ୍ନ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ହେବ। ତେବେ ଅନ୍‌ଲାଇନ୍‌ ପରୀକ୍ଷା ପୂର୍ବାହ୍ନ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ହେବ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ଅନୁଗୁଳ, ଜୟପୁରରେ ଆଦି ପରୀକ୍ଷା କେନ୍ଦ୍ର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story