ଜୁଏଲେରୀ ଶୋ’ରୁମ ଚୋରି ଘଟଣାର ପର୍ଦ୍ଦାଫାସ

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଆଇ ବି ରୋଡରେ ଥିବା ଏକ ଜୁଏଲେରୀ ଶୋ’ରୁମ ଚୋରୀ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ପୁଲିସ ୪ ଚୋର ଓ ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଗହଣା ଦୋକାନରୁ ୩୫ କେଜି ସୁନା, ୪୦୦ଗ୍ରାମ ସୁନା ଓ ଟଙ୍କା ଚୋରି କରି ନେଇଥିଲେ । ଡିସେମ୍ବର୫ ତାରିଖରେ ଏହା ଚୋରି ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରି ୨୫ କେଜି […]

7hn

Tapas Behera
  • Published: Thursday, 14 January 2021
  • , Updated: 14 January 2021, 05:38 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଆଇ ବି ରୋଡରେ ଥିବା ଏକ ଜୁଏଲେରୀ ଶୋ’ରୁମ ଚୋରୀ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ପୁଲିସ ୪ ଚୋର ଓ ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଗହଣା ଦୋକାନରୁ ୩୫ କେଜି ସୁନା, ୪୦୦ଗ୍ରାମ ସୁନା ଓ ଟଙ୍କା ଚୋରି କରି ନେଇଥିଲେ । ଡିସେମ୍ବର୫ ତାରିଖରେ ଏହା ଚୋରି ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରି ୨୫ କେଜି ରୁପା, ୩୮୫ ଗ୍ରାମ ସୁନା, ୧୨୪୦୦ ଟଙ୍କା,  ଗୋଟିଏ କାର, ୨ଟି ମୋଟର ସାଇକେଲ ଓ ୪ଟି ମୋବାଇଲ ଜବତ କରିଛି । ପୁଲିସ ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିବାକୁ ଯୋଜନା କରିଛି ।

Related story