ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ପୁରୀ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦୁଇ ଦିନିଆ ଓଡିଶା ଗସ୍ତ ଆଜି ଆସି ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧା ପୁରୀ ଆସିଛନ୍ତି। ସେଠାରେ ସର୍କିଟ ହାଉସରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଅବସରରେ ପୁରୀ ଜିଲ୍ଲାପାଳ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଆସନ୍ତାକାଲି ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମହାପ୍ରଭୁଙ୍କ ଦର୍ଶନ କରିବା ସହ କିଛି ସମୟ ଖୁସିରେ ବିତାଇବାକୁ ପୁରୀ ଆସିଛି ବୋଲି ତାଙ୍କ […]

jharkhand cm

Rakesh Mallick
  • Published: Thursday, 07 January 2016
  • , Updated: 07 January 2016, 04:25 PM IST

ପୁରୀ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦୁଇ ଦିନିଆ ଓଡିଶା ଗସ୍ତ ଆଜି ଆସି ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧା ପୁରୀ ଆସିଛନ୍ତି। ସେଠାରେ ସର୍କିଟ ହାଉସରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଅବସରରେ ପୁରୀ ଜିଲ୍ଲାପାଳ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଆସନ୍ତାକାଲି ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ମହାପ୍ରଭୁଙ୍କ ଦର୍ଶନ କରିବା ସହ କିଛି ସମୟ ଖୁସିରେ ବିତାଇବାକୁ ପୁରୀ ଆସିଛି ବୋଲି ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଦାସ କହିଛନ୍ତି।

Related story