ବିଜେପିର ଯୁକ୍ତି ପଡ଼ିବନି ଫରକ, ଭିତରେ ଭିତରେ ବିଜେଡି ଖୁସ୍

ଭୁବନେଶ୍ୱର/ବାରିପଦା (ଓଡ଼ିଶା ରିପୋର୍ଟର):ଝାଡ଼ଖଣ୍ଡରେ ବିଜେପିକୁ ଝଟ୍କା ଓ ଜେଏମ୍ଏମ୍ ମେଣ୍ଟକୁ ବିପୁଳ ସଫଳତା ପରେ ଓଡ଼ିଶାରେ ଚର୍ଚ୍ଚା। ଝାଡ଼ଖଣ୍ଡ ରେଜଲ୍ଟ ଓଡିଶା ଉପରେ  କି ପ୍ରଭାବ ପକାଇବ? ହେମନ୍ତ ସୋରେନ୍‌ଙ୍କ ବିଜୟ ପରେ ଖାସ୍ କରି ଉତ୍ତର-ପଶ୍ଚିମ ଓଡ଼ିଶାରେ କ୍ରମଶଃ ନିଜର ସତ୍ତା ହରାଉଥିବା ଜେଏମ୍‌ଏମ୍ ପୁଣିଥରେ ବଳ ଗୋଟାଇବ ବୋଲି ଆକଳନ କରିଛି ଦଳ। ଆଉ ଜେଏମ୍ଏମ୍ ପିଠିରେ ନାଉ ହୋଇ କ୍ଷମତାକୁ ଫେରିଥିବା କଂଗ୍ରେସ ମଧ୍ୟ ଓଡ଼ିଶାରେ ସକାରତ୍ମକ ପ୍ରଭାବ ନେଇ ବେଶ୍ ଆଶାବାଦୀ […]

Dharnendra-Naveen-1-1

Dharnendra-Naveen-1-1

Tapas Behera
  • Published: Tuesday, 24 December 2019
  • Updated: 24 December 2019, 09:06 PM IST

Sports

Latest News

ଭୁବନେଶ୍ୱର/ବାରିପଦା (ଓଡ଼ିଶା ରିପୋର୍ଟର):ଝାଡ଼ଖଣ୍ଡରେ ବିଜେପିକୁ ଝଟ୍କା ଓ ଜେଏମ୍ଏମ୍ ମେଣ୍ଟକୁ ବିପୁଳ ସଫଳତା ପରେ ଓଡ଼ିଶାରେ ଚର୍ଚ୍ଚା। ଝାଡ଼ଖଣ୍ଡ ରେଜଲ୍ଟ ଓଡିଶା ଉପରେ  କି ପ୍ରଭାବ ପକାଇବ? ହେମନ୍ତ ସୋରେନ୍‌ଙ୍କ ବିଜୟ ପରେ ଖାସ୍ କରି ଉତ୍ତର-ପଶ୍ଚିମ ଓଡ଼ିଶାରେ କ୍ରମଶଃ ନିଜର ସତ୍ତା ହରାଉଥିବା ଜେଏମ୍‌ଏମ୍ ପୁଣିଥରେ ବଳ ଗୋଟାଇବ ବୋଲି ଆକଳନ କରିଛି ଦଳ। ଆଉ ଜେଏମ୍ଏମ୍ ପିଠିରେ ନାଉ ହୋଇ କ୍ଷମତାକୁ ଫେରିଥିବା କଂଗ୍ରେସ ମଧ୍ୟ ଓଡ଼ିଶାରେ ସକାରତ୍ମକ ପ୍ରଭାବ ନେଇ ବେଶ୍ ଆଶାବାଦୀ ଅଛି ଓଡ଼ିଶା ବିଜେପି। ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେପି କହିଥିବା ବେଳେ ବିଜେଡି କିନ୍ତୁ  ଫଳାଫଳକୁ ନେଇ ଭିତରେ ଭିତରେ ବେଶ୍ ଖୁସି ଥିବା କୁହଯାଉଛି।

ଝାଡ଼ଖଣ୍ଡରେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟକୁ ବଡ଼ ସଫଳତା ବିଜେପିକୁ ମାତ୍ ଦେଇ ମେଣ୍ଟ ପାଇଛି ୪୭ ଆସନ। ଏହି ଖୁସିରେ ଓଡ଼ିଶାର ବାରିପଦାରେ ଜୋରଦାର୍ ସେଲିବ୍ରେସନ୍ କରାଯାଇଛି। ତେବେ ବଡ଼ ପ୍ରଶ୍ନ ଏହି ନିର୍ବାଚନର ଫଳାଫଳ, ଓଡ଼ିଶା ଉପରେ କିଛି ପ୍ରଭାବ ପକାଇବ କି? ଜେଏମ୍ଏମ୍ ଦାବି କରିଛି ଝାଡ଼ଖଣ୍ଡରେ ବୃହତ ବିଜୟର ପ୍ରଭାବ ନିଶ୍ଚିତ ଭାବେ ମୟୂରଭଂଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପଡ଼ିବ। ୨୦୦୦ ନିର୍ବାଚନରେ ୩ଟି ଓ ୨୦୦୪ରେ ୪ଟି ବିଧାନସଭା ଆସନରେ ଜିତି ଥିବା ଜେଏମ୍ଏମ୍ ୨୦୦୯,୧୪ ଓ ୧୯ ନିର୍ବାଚନରେ ଖାତା ଖୋଲିପାରିନଥିଲା । ଏମିତିକି ଦଳର ଭୋଟ୍ ପ୍ରତିଶତ ବି କମି ଚାଲିଛି। ତେଣୁ ଏବେ ସଙ୍ଗଠନକୁ ସଜାଡି ଆଗକୁ ବଢିବାକୁ ଉଦ୍ୟମ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜେଏମ୍ଏମ୍‌ର ପ୍ରଭାବ ପୂର୍ବରୁ ରହିଥିଲା। ଝାଡ଼ଖଣ୍ଡ ବିଜୟ ପରେ ପୁଣି ଦୁଇ ଜିଲ୍ଲାର ୧୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଭାବ ପଡିବ ବୋଲି ଚର୍ଚ୍ଚା ହେଉଛି । କାହିଁକି ନା ଆଦିବାସୀ ବହୁଳ ଅଂଚଳରେ ଜେଏମ୍ଏମ୍‌ର ବେଶ ଦବ୍‌ଦବା ରହିଛି। ୨୦୧୪ ନିର୍ବାଚନରେ ବିଜେଡି, ଜେଏମ୍ଏମ୍‌ର ସୁଦାମ ମାରାଣ୍ଡି ଓ ଭାଦବ ହାସଁଦାଙ୍କ ସହ ତାଙ୍କ ଟିମ୍‌କୁ ନିଜ କ୍ୟାମ୍ପକୁ ଆଣି ଜେଏମ୍ଏମ୍‌କୁ ଏକପ୍ରକାର କୋମାକୁ ଠେଲି ଦେଇଥିଲା। ଯେଉଁଥିପାଇଁ ସେତେବେଳେ ବିଜେଡି ମୟୁରଭଂଜର ସବୁ ଆସନରେ ବାଜି ମାରିଥିଲା । ହେଲେ ୧୯ରେ ଗଣିତ ଓଲଟି ଯାଇଛି । ମୟୂରଭଂଜର ୯ରୁ ୬ ଟି ଓ ସୁନ୍ଦରଗଡ଼ ୭ରୁ ୩ଟି ବିଧାନସଭା ଆସନ ଯାଇଛି ବିଜେପି ଖାତାକୁ। ତେଣୁ ଜେଏମ୍ଏମ୍ ବଢ଼ିଲେ ବିଜେପିକୁ ଏଠି ଘାଟା ହେବ। ଆଉ ଫାଇଦା ଉଠାଇପାରେ ବିଜେଡି,  କଂଗ୍ରେସ୍ ଏବେ ଜେଏମ୍ଏମ୍ ସହ ମିଶି ଓଡ଼ିଶାରେ ବି ସଂଗଠନ ମଜଭୁତ୍ କରିବା ଚକ୍କରରେ ରହିଥିବା ବେଳେ ଫଳାଫଳକୁ ନେଇ ବିଜେଡି ପରୋକ୍ଷରେ ଖୁସିଥିବା ଜଣାପଡୁଛି । ବିଜେପି କିନ୍ତୁ କହିଛି ଝାଡ଼ଖଣ୍ଡର ପ୍ରଭାବ ଏଠାରେ କିଛି ପଡ଼ିବ ନାହିଁ।

ଝାଡ଼ଖଣ୍ଡ ପରାଜୟ ପରେ ଦେଶରେ ବିଜେପିର ଶାସିତ ଅଞ୍ଚଳ ପ୍ରାୟ ୩୫ ପ୍ରତିଶତକୁ ଖସିଆସିଛି। ତେବେ ଏହାର ପ୍ରଭାବ କ୍ରମଶଃ ନିକଟତର ହେଉଥିବା ବିଜେପି-ବିଜେଡି ଉପରେ କଣ ପଡ଼ିବ, ତା ବି ଦେଖିବାର କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story