ଝାରସୁଗୁଡ଼ା ଜିଲ୍ଲା କମିଟିକୁ ଭାଙ୍ଗିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛି। କଂଗ୍ରେସ ବିଧାୟକ ନବ କିଶୋର ଦାସ ଓ ତାଙ୍କ ସମର୍ଥକମାନେ ଗତ ମାସରେ ବିଜେଡିରେ ସାମିଲ ହେବାପରେ ଏଆଇସିସି ଆଜି ନିଜର ଜିଲ୍ଲା କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛି। ଖୁବଶୀଘ୍ର ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟିର ପୁର୍ନଗଠନ ହେବ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏ ସମ୍ପର୍କରେ ସୂଚନା […]

congress

congress

Manoranjan Sial
  • Published: Thursday, 28 February 2019
  • Updated: 28 February 2019, 06:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛି। କଂଗ୍ରେସ ବିଧାୟକ ନବ କିଶୋର ଦାସ ଓ ତାଙ୍କ ସମର୍ଥକମାନେ ଗତ ମାସରେ ବିଜେଡିରେ ସାମିଲ ହେବାପରେ ଏଆଇସିସି ଆଜି ନିଜର ଜିଲ୍ଲା କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛି। ଖୁବଶୀଘ୍ର ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟିର ପୁର୍ନଗଠନ ହେବ ବୋଲି ଜଣାପଡ଼ିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛନ୍ତି। ଖୁବଶୀଘ୍ର ଝାରସୁଗୁଡ଼ାରେ ଜିଲ୍ଲା କମିଟିର ପୁର୍ନଗଠନ କରାଯିବ। ଉଲ୍ଲେଖଯୋଗ୍ୟ, ନବ ଦାସ କଂଗ୍ରେସ ଛାଡ଼ିବାବେଳେ ସେ ପିସିସି କାର୍ଯ୍ୟକାରୀ ସଭାପତି ପଦବୀରେ ଥିଲେ ତଥା ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଂଗଠନରେ ତାଙ୍କର ଅଧିକାଂଶ ସମର୍ଥକ ପଦପଦବୀରେ ରହିଥିଲେ। ନବଙ୍କ ସହ ତାଙ୍କର ସମର୍ଥକମାନେ ବିଜେଡିରେ ମିଶି ଯାଇଥିବା ଯୋଗୁ ଜିଲ୍ଲାରେ କଂଗ୍ରେସ କମିଟି ପ୍ରାୟତଃ ଭାଙ୍ଗି ଯାଇଥିଲା। ତେଣୁ ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ କଂଗ୍ରେସ ଝାରସୁଗୁଡ଼ା ଜିଲ୍ଲାରେ ନୂଆ କର୍ମକର୍ତ୍ତା ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story