ଝାରସୁଗୁଡାରେ ରଥଟଣା ବେଳେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ,୩ ଆହତ

ଝାରସୁଗୁଡା:ଝାରସୁଗୁଡାଠାରେ ରଥଟଣା ବେଳେ ଅଘଟଣ ଘଟିଛି। ବିଟିଏମଠାରେ ରଥ ଟଣାଯିବା ସମୟରେ ୩୩ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ରଥ ଉପରେ ଥିବା ପ୍ରଦୀପ ପାତ୍ର ନାମକ ଜଣେ ଯୁବକ ତଳକୁ ଛିଟିକି ପଡିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ଅନ୍ୟ ୩ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

jharsuguda

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 02:12 AM IST

Related story