ଜୀବନବିନ୍ଦୁ ସଂପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଓ ସମୀକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜୀବନ ବିନ୍ଦୁ ଅଭିଯାନର ଏକ ରାଜ୍ୟସ୍ତରୀୟ କର୍ମଶାଳା ଓ ସମୀକ୍ଷା ବୈଠକ ଭୁବନେଶ୍ୱର ଜୟଦେବ ଭବନରେ ଅୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସମୀକ୍ଷା କରିଛନ୍ତି।  ଏହି ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କ’ଣ ରୂପରେଖ ରହିଛି ଏବଂ କେତେ ଟାର୍ଗେଟ ପୁରଣ ହୋଇଛି ସେ ସମ୍ପର୍କରେ ସମୀକ୍ଷା ହୋଇଛି। ଗତ ମାର୍ଚ୍ଚ ୫ ତାରିଖରୁ ଏହ ଅଭିଯାନ ଆରମ୍ଭ ହୋଇଥିଲା। ବିଜୁ ଜନତା ଦଳର ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ଅନ୍ତର୍ଗତ ଏଥିରେ […]

blood

blood

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 08:21 AM IST

Sports

Latest News

ଭୁବନେଶ୍ୱର: ଜୀବନ ବିନ୍ଦୁ ଅଭିଯାନର ଏକ ରାଜ୍ୟସ୍ତରୀୟ କର୍ମଶାଳା ଓ ସମୀକ୍ଷା ବୈଠକ ଭୁବନେଶ୍ୱର ଜୟଦେବ ଭବନରେ ଅୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସମୀକ୍ଷା କରିଛନ୍ତି।  ଏହି ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କ’ଣ ରୂପରେଖ ରହିଛି ଏବଂ କେତେ ଟାର୍ଗେଟ ପୁରଣ ହୋଇଛି ସେ ସମ୍ପର୍କରେ ସମୀକ୍ଷା ହୋଇଛି। ଗତ ମାର୍ଚ୍ଚ ୫ ତାରିଖରୁ ଏହ ଅଭିଯାନ ଆରମ୍ଭ ହୋଇଥିଲା। ବିଜୁ ଜନତା ଦଳର ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ଅନ୍ତର୍ଗତ ଏଥିରେ ୩୭ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଆଗାମୀ ମାର୍ଚ୍ଚ ସୁଦ୍ଧା ଏହି ଅଭିଯାନ ଅନ୍ତର୍ଗତ ୧ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି କର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos